ETV Bharat / sports

ଜାଣନ୍ତୁ ଟିମ ଇଣ୍ଡିଆର ଆଗାମୀ WTC ସିରିଜ ସୂଚୀ - Team India's WTC Schedule

ଇଂଲଣ୍ଡ ବିପକ୍ଷରେ WTCର ଦ୍ବିତୀୟ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ଭାରତ । ଅଧିକ ପଢନ୍ତୁ...

Team India's Schedule for Next WTC
ଜାଣନ୍ତୁ ଟିମ ଇଣ୍ଡିଆର ଆଗାମୀ WTC ସିରିଜ ସୂଚୀ
author img

By

Published : Jun 24, 2021, 9:17 PM IST

ହାଇଦ୍ରାବାଦ: ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସଂସ୍କରଣ ଟାଇଟେଲ ବିଜେତା ହୋଇଛି ନ୍ୟୁଜିଲାଣ୍ଡ । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ସହ ଅଧିକ ପଏଣ୍ଟ ହାସଲ କରିଥିବା ଭାରତୀୟ ଟିମ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ବିଜୟରୁ ବଞ୍ଚିତ ହୋଇଛି । ଫଳରେ ସାଉଥାମ୍ପଟନରେ କେନ୍‌ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଟିମ ଇତିହାସ ରଚିଛି । ଅନ୍ୟପଟେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇସିସି ଟ୍ରଫି ଜିତିବାର ଅପେକ୍ଷା ଆହୁରି ବଢିଯାଇଛି ।

ଏହା ମଧ୍ୟରେ ଭାରତୀୟ ଟିମର ବିଶ୍ବ ଟେଷ୍ଟ ଚମ୍ପିଆନସିପର ଆସନ୍ତା ସଂସ୍କରଣର ସୂଚୀ ସ୍ପଷ୍ଟ ହୋଇଛି ।

ବର୍ତ୍ତମାନ ବିରାଟ ବାହିନୀ ଇଂଲଣ୍ଡ ଗସ୍ତରେ ରହିଛି ଓ ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହି 5ଟି ମ୍ୟାଚ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟ ଅନ୍ତର୍ଗତ ଖେଳାଯିବ ।

ନଜର ପକାନ୍ତୁ ସଂପୂର୍ଣ୍ଣ ସୂଚୀ ଉପରେ...

5 ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ବନାମ ଇଂଲଣ୍ଡ (ବିଦେଶରେ)

2 ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ବନାମ ନ୍ୟୁଜିଲାଣ୍ଡ(ଭାରତରେ)

3 ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ବନାମ ଦକ୍ଷିଣ ଆଫ୍ରିକା(ବିଦେଶରେ)

3 ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ବନାମ ଶ୍ରୀଲଙ୍କା(ଭାରତରେ)

4 ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ବନାମ ଅଷ୍ଟ୍ରେଲିଆ(ଭାରତରେ)

2 ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ବନାମ ବାଂଲାଦେଶ(ବିଦେଶରେ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.