ETV Bharat / sports

T-20 WC: ପାକ୍‌ ବୋଲରଙ୍କ ଘାତକ ବୋଲିଂ, ଧରାଶାୟୀ ନ୍ୟୁଜିଲାଣ୍ଡ

author img

By

Published : Oct 26, 2021, 9:25 PM IST

Updated : Oct 27, 2021, 6:50 AM IST

ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୪ ରନ୍‌ ସଂଗ୍ରହ କରିଛି । ଫଳରେ ପାକିସ୍ତାନ ସାମ୍ନାରେ ୧୩୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

t20 world cup 2021: Rauf shines as pakistan restrict new zealand at 134/8
T20 world cup: ପାକ୍‌ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ନ୍ୟୁଜିଲାଣ୍ଡ

ଶାରଜାହ: ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଖେଳାଯାଉଛି । ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୪ ରନ୍‌ ସଂଗ୍ରହ କରିଛି । ଫଳରେ ପାକିସ୍ତାନ ସାମ୍ନାରେ ୧୩୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2021, 6:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.