ETV Bharat / sports

ପ୍ରଥମ ଟି-୨୦: ଟସ ଜିତି ଶ୍ରୀଲଙ୍କାର ପ୍ରଥମ ବୋଲିଂ ନିଷ୍ପତ୍ତି

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ପ୍ରଥମ ଟି-୨୦ ମ୍ୟାଚ । ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ଦଳ । ଅଧିକ ପଢ଼ନ୍ତୁ...

ପ୍ରଥମ ଟି-୨୦: ଟସ ଜିତି ଶ୍ରୀଲଙ୍କାର ପ୍ରଥମ ବୋଲିଂ ନିଷ୍ପତ୍ତି
ପ୍ରଥମ ଟି-୨୦: ଟସ ଜିତି ଶ୍ରୀଲଙ୍କାର ପ୍ରଥମ ବୋଲିଂ ନିଷ୍ପତ୍ତି
author img

By

Published : Jul 25, 2021, 8:15 PM IST

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ପ୍ରଥମ ଟି-୨୦ ମ୍ୟାଚ । ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ଦଳ । ଏହାପୂର୍ବରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍ ଶେଷ ହୋଇଛି । ଏହି ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି ।

ପ୍ରଥମ ଦୁଇଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଶେଷ ଦିନିକିଆରେ ଦମଦାର ବିଜୟ ହାସଲ କରିଥିଲା ଶ୍ରୀଲଙ୍କା ଦଳ । ଶ୍ରୀଲଙ୍କା ସହ ଭାରତ ମୋଟ ୩ଟି ଟି-୨୦ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ଆଜି (ରବିବାର) ଖେଳା ଯାଉଛି ।

ଏହି ମ୍ୟାଚରେ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରୁଛନ୍ତି ସ୍ପିନ ବୋଲର ବରୁଣ ଚକ୍ରବର୍ତ୍ତୀ । ସେପଟେ ଓପନର ପୃଥ୍ବୀ ଶ ମଧ୍ୟ ଟି-୨୦ ମ୍ୟାଚରେ ଡେବ୍ୟୁ କରିବେ ।

ଭାରତ ଚୁଡ଼ାନ୍ତ ଏକାଦଶ

ଶିଖର ଧାୱନ, ପୃଥ୍ବୀ ଶ, ଇଶାନ କିଷନ, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଦୀପକ ଚହର, ଭୁବନେଶ୍ବର କୁମାର, ୟୁଜିବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ

ଶ୍ରୀଲଙ୍କା ଚୁଡ଼ାନ୍ତ ଏକାଦଶ

ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଦାସୁନ ଶନାକା, ଆସେନ ବଣ୍ଡାରା, ୱାହିନ୍ଦୁ ହସାରଙ୍ଗା, ଚାମିକା କରୁଣାରତ୍ନେ, ଇଶୁରୁ ଉଡାନା, ଅକିଲ ଧନଞ୍ଜୟ, ଦୁଶ୍ମନ୍ତ ଚମିରା,

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.