ETV Bharat / sports

ପିତାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ସୁରେଶ ରାଇନା

author img

By

Published : Feb 7, 2022, 5:45 PM IST

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ସୋମବାର ନିଜ ପିତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ତାଙ୍କର ଶକ୍ତିର ଉତ୍ସକୁ(pillar of strength) ହରାଇଦେଲେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

'No words can describe the pain': Raina mourns his father's demise
ପିତାଙ୍କୁ ହରାଇବାର ଦୁଃଖ କୌଣସି ଶବ୍ଦ ବୟାନ କରିପାରିବନି: ରାଇନା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ସୋମବାର ନିଜ ପିତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ତାଙ୍କ ଶକ୍ତିର ଉତ୍ସକୁ(pillar of strength) ହରାଇ ଦେଲେ ବୋଲି କହିଛନ୍ତି । କ୍ୟାନସର ସହ ଦୀର୍ଘ ଦିନ ଲଢେଇ ପରେ ରାଇନାଙ୍କ ପିତା ରବିବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

  • No words can describe the pain of loosing a father. Yesterday, on passing away of my father, I also lost my support system, my pillar of strength. He was a true fighter till his last breath. May you rest in peace Papa. You will forever be missed. pic.twitter.com/9XcrQZeh2r

    — Suresh Raina🇮🇳 (@ImRaina) February 7, 2022 " class="align-text-top noRightClick twitterSection" data=" ">

No words can describe the pain of loosing a father. Yesterday, on passing away of my father, I also lost my support system, my pillar of strength. He was a true fighter till his last breath. May you rest in peace Papa. You will forever be missed. pic.twitter.com/9XcrQZeh2r

— Suresh Raina🇮🇳 (@ImRaina) February 7, 2022

ଏହାମଧ୍ୟ ପଢନ୍ତୁ: ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ପିତୃ ବିୟୋଗ

ଫଳରେ ସୋମବାର ପୂର୍ବତନ ଭାରତୀୟ ବ୍ୟାଟ୍‌ର ନିଜର ପିତାଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ରାଇନା ଟ୍ବିଟ୍‌ରେ ଲେଖିଛନ୍ତି, ‘‘ପିତାଙ୍କୁ ହରାଇବାର ଦୁଃଖକୁ କୌଣସି ଶବ୍ଦରେ ବର୍ଣ୍ଣନା କରିପାରିବ ନାହିଁ । ମୋର ପ୍ରମୁଖ ସହଯୋଗୀ ଓ ଶକ୍ତିର ଉତ୍ସକୁ ହରାଇଲି । ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ଲଢେଇ କରିଛନ୍ତି ।" ଏଥିସହ ପିତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ରାଇନା ସର୍ବଦା ନିଜର ଖେଳୁଆଡ ମନୋଭାବ ଓ ଟିମର ଜଣେ ମ୍ୟାଚ୍‌ ବିଜେତା ଭାବେ ରହିଛନ୍ତି । ବାମହାତୀ ବିସ୍ଫୋରକ ବ୍ୟାଟ୍‌ର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୩୫.୩୧ ଆଭରେଜରେ ୫,୬୧୫ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି କ୍ରିକେଟର ଲମ୍ବା ଫର୍ମାଟରେ ୧୬୮ ରନ୍‌ ମଧ୍ୟ ତାଙ୍କ ନାମରେ ରହିଛି ଓ ସେଥିମଧ୍ୟରେ ୧୨୦ ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ସୋମବାର ନିଜ ପିତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ତାଙ୍କ ଶକ୍ତିର ଉତ୍ସକୁ(pillar of strength) ହରାଇ ଦେଲେ ବୋଲି କହିଛନ୍ତି । କ୍ୟାନସର ସହ ଦୀର୍ଘ ଦିନ ଲଢେଇ ପରେ ରାଇନାଙ୍କ ପିତା ରବିବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

  • No words can describe the pain of loosing a father. Yesterday, on passing away of my father, I also lost my support system, my pillar of strength. He was a true fighter till his last breath. May you rest in peace Papa. You will forever be missed. pic.twitter.com/9XcrQZeh2r

    — Suresh Raina🇮🇳 (@ImRaina) February 7, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ପିତୃ ବିୟୋଗ

ଫଳରେ ସୋମବାର ପୂର୍ବତନ ଭାରତୀୟ ବ୍ୟାଟ୍‌ର ନିଜର ପିତାଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ରାଇନା ଟ୍ବିଟ୍‌ରେ ଲେଖିଛନ୍ତି, ‘‘ପିତାଙ୍କୁ ହରାଇବାର ଦୁଃଖକୁ କୌଣସି ଶବ୍ଦରେ ବର୍ଣ୍ଣନା କରିପାରିବ ନାହିଁ । ମୋର ପ୍ରମୁଖ ସହଯୋଗୀ ଓ ଶକ୍ତିର ଉତ୍ସକୁ ହରାଇଲି । ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ଲଢେଇ କରିଛନ୍ତି ।" ଏଥିସହ ପିତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ରାଇନା ସର୍ବଦା ନିଜର ଖେଳୁଆଡ ମନୋଭାବ ଓ ଟିମର ଜଣେ ମ୍ୟାଚ୍‌ ବିଜେତା ଭାବେ ରହିଛନ୍ତି । ବାମହାତୀ ବିସ୍ଫୋରକ ବ୍ୟାଟ୍‌ର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୩୫.୩୧ ଆଭରେଜରେ ୫,୬୧୫ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି କ୍ରିକେଟର ଲମ୍ବା ଫର୍ମାଟରେ ୧୬୮ ରନ୍‌ ମଧ୍ୟ ତାଙ୍କ ନାମରେ ରହିଛି ଓ ସେଥିମଧ୍ୟରେ ୧୨୦ ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.