ETV Bharat / sports

Ind vs WI: ମୟଙ୍କ ଅଗ୍ରୱାଲ ODI ସ୍କ୍ବାଡ୍‌ରେ ସାମିଲ

author img

By

Published : Feb 3, 2022, 10:54 PM IST

ଶିଖର ଧାୱନଙ୍କ ସମେତ ୪ ଭାରତୀୟ ଖେଳାଳି COVID ପଜିଟିଭ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ଭାରତୀୟ ODI ସ୍କ୍ବାଡ୍‌ରେ ମୟଙ୍କ ଅଗ୍ରୱାଲ ସାମିଲ । ଅଧିକ ପଢନ୍ତୁ

Mayank Agarwal added to India's ODI squad after seven members test positive for Covid-19
Ind vs WI: ମୟଙ୍କ ଅଗ୍ରୱାଲ ODI ସ୍କ୍ବାଡ୍‌ରେ ସାମିଲ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଭାରତୀୟ ODI ସ୍କ୍ବାଡ୍‌ରେ ସାମିଲ ହୋଇଛନ୍ତି ମୟଙ୍କ ଅଗ୍ରୱାଲ । ୪ଜଣ ଖେଳାଳି- ଶ୍ରେୟସ ଆୟର, ଶିଖର ଧାୱନ, ଋତୁରାଜ ଗାଏକ୍ବାଡ ଓ ନବଦୀପ ସାଇନିଙ୍କ ସମେତ ଭାରତୀୟ ସ୍କ୍ବାଡ୍‌ର ୭ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଭାରତୀୟ ସ୍କ୍ବାଡ୍‌ରେ ମୟଙ୍କଙ୍କୁ ସାମିଲ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।

ଏହାମଧ୍ୟ ପଢନ୍ତୁ: Ranji Trophy: ଫେବୃଆରୀ ୧୦ରୁ ମାର୍ଚ୍ଚ ୧୫ ପ୍ରି-ଆଇପିଏଲ ପର୍ଯ୍ୟାୟ

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଜାନୁଆରୀ ୩୧ରେ ଭାରତୀୟ ସ୍କ୍ବାଡ୍‌ର ସଦସ୍ୟଙ୍କୁ ଅହମ୍ମଦାବାଦରେ ପହଞ୍ଚିବା ପାଇଁ ସୂଚୀ ରହିଥିଲା । ଘରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ପୂର୍ବରୁ RT-PCR ଟେଷ୍ଟ କରାଇବାକୁ କୁହାଯାଇଥିଲା । BCCI ମେଡିକାଲ ଟିମ ସଂକ୍ରମିତ ଖେଳାଳିଙ୍କୁ ଚିକିତ୍ସା ଜାରି ରଖିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବର୍ତ୍ତମାନ ସ୍କ୍ବାଡ୍‌: ରୋହିତ ଶର୍ମା(କ୍ୟାପଟେନ୍‌), କେଏଲ ରାହୁଲ(ଭାଇସ-କ୍ୟାପଟେନ), ଋତୁରାଜ ଗାଏକ୍ବାଡ, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ୍ଡାା, ଋଷଭ ପନ୍ତ(ୱିକେଟ କିପର), ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, ଅଭେଶ ଖାନ, ମୟଙ୍କ ଅଗ୍ରୱାଲ୍‌ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.