ETV Bharat / sports

IND vs WI T-20: ବାଦ ପଡିଲେ ଲୋକେଶ ରାହୁଲ - ଭାରତ ୱେଷ୍ଟଇଣ୍ଡିଜ ଟି20 ସିରିଜ

ଆସନ୍ତା 29 ଜୁଲାଇରୁ ଭାରତ ୱେଷ୍ଟ ଇଣ୍ଡିଜ ସହ 5 ଟି ଟି-20 ଖେଳିବାକୁ ଯାଉଛି । ଏହି ଟି-20 ସିରିଜର ନିର୍ଣ୍ଣାୟକ ମ୍ୟାଚ ଅଗଷ୍ଟ 7 ରେ ଖେଳାଯିବ । ତେବେ କରୋନା ସଂକ୍ରମଣ କାରଣରୁ ଲୋକେଶ ରାହୁଲ ଟି-20 ସିରିଜରୁ ବାଦ ପଡିଥିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

IND vs WI T-20: ବାଦ ପଡିଲେ ଲୋକେଶ ରାହୁଲ
IND vs WI T-20: ବାଦ ପଡିଲେ ଲୋକେଶ ରାହୁଲ
author img

By

Published : Jul 27, 2022, 4:33 PM IST

ହାଇଦ୍ରାବାଦ: ଭାରତ ଏବଂ ୱେଷ୍ଟଇଣ୍ଡିଜ ଟି-20 ରୁ ବାଦ ପଡିଲେ ଲୋକେଶ ରାହୁଲ । ଏହା ସହିତ ଆଜି (ବୁଧୁବାର) ଖେଳାଯିବାକୁ ଥିବା ତୃତୀୟ ଦିନିକିଆରେ ମଧ୍ୟ ଲୋକେଶ ରହୁଲ ଖେଳିବା ନାହିଁ । କରୋନା ସଂକ୍ରମିତ କାରଣରୁ ଲୋକେଶ ରାହୁଲ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରୁ ବାଦ ପଡିଥିଲେ । ସେ ତାଙ୍କର ହୋମ ଆଇସୋଲେସନ ପିରିୟଡ ଶେଷ କରିବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ବିଶ୍ରାମ ନେଉଛନ୍ତି । ସେପଟେ ଟି-20 ସିରିଜ ଖେଳିବା ପାଇଁ ଭାରତୀୟ ଟି-20 ସ୍କ୍ବାଡ ମଙ୍ଗଳବାର ତ୍ରିନିଦାଦରେ ପହଁଚିଛି ।

ଲୋକେଶ ରାହୁଲ କରୋନା ସଂକ୍ରମିତ ହେବା ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଥିଲେ । ଆସନ୍ତା 29 ଜୁଲାଇରୁ ଭାରତ ୱେଷ୍ଟ ଇଣ୍ଡିଜ ସହ 5 ଟି ଟି-20 ଖେଳିବାକୁ ଯାଉଛି । ଏହି ଟି-20 ସିରିଜର ନିର୍ଣ୍ଣାୟକ ମ୍ୟାଚ ଅଗଷ୍ଟ 7 ରେ ଖେଳାଯିବ । ତେବେ କରୋନା ସଂକ୍ରମଣ କାରଣରୁ ଲୋକେଶ ରାହୁଲ ଟି-20 ସିରିଜରୁ ବାଦ ପଡିଥିବା ନେଇ ସୂଚନା ମିଳିଛି । ଏହା ସହିତ ସେ ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ନିର୍ଣ୍ଣାୟକ ମ୍ୟାଚରେ ମଧ୍ୟ ଖେଳିବେ । ଶାରୀରିକ ଅସୁସ୍ଥତା କାରଣରୁ ସେ ପ୍ରଥମ ଦିନିକିଆ ଏବଂ ଦ୍ବିତୀୟ ଦିନିକିଆରୁ ବାଦ ପଡିଥିଲେ । ଭାରତ ଏହି ଦିନିକିଆ ସିରିଜରେ 2-0 ରେ ଆଗୁଆ ସିରିଜ କବଜା କରିଛି । ଆଜି ଏହାର ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.