ETV Bharat / sports

Ind vs SA T20 Series: ଆହତ ହୋଇ ସିରିଜ୍‌ରୁ ବାଦ୍‌ ପଡ଼ିଲେ ରାହୁଲ ଓ କୁଲଦୀପ

author img

By

Published : Jun 8, 2022, 7:07 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା । ଆହତ ହୋଇ ସିରିଜ୍‌ରୁ ବାଦ ପଡ଼ିଲେ ଅଧିନାୟକ କେ.ଏଲ ରାହୁଲ ଓ ସ୍ପିନର କୁଲଦୀପ ଯାଦବ । ଅଧିକ ପଢ଼ନ୍ତୁ

Ind vs SA T20 Series: ଆହତ ହୋଇ ସିରିଜ୍‌ରୁ ବାଦ୍‌ ପଡ଼ିଲେ ରାହୁଲ ଓ କୂଳଦୀପ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା । ଆହତ ହୋଇ ସିରିଜ୍‌ରୁ ବାଦ ପଡ଼ିଲେ ଅଧିନାୟକ କେ.ଏଲ ରାହୁଲ ଓ ସ୍ପିନର କୁଲଦୀପ ଯାଦବ । ତାଙ୍କ ସ୍ଥାନରେ ଋଷଭ ପନ୍ତ ଦଳ ଅଧିନାୟକ ଭାର ସମ୍ଭାଳିବେ । ଏହାକୁ ନେଇ ବିସିସିଆଇ ଟ୍ବିଟ୍‌ କରି ସୂଚନା ଦେଇଛି । ସ୍ପିନର କୁଲଦୀପ ଯାଦବ ମଧ୍ୟ ଆହତ ହୋଇ ସିରିଜ୍‌ରୁ ବାଦ ପଡ଼ିଛନ୍ତି ।

  • NEWS 🚨- KL Rahul and Kuldeep Yadav ruled out of #INDvSA series owing to injury.

    The All-India Senior Selection Committee has named wicket-keeper Rishabh Pant as Captain and Hardik Pandya as vice-captain for the home series against South Africa @Paytm #INDvSA

    — BCCI (@BCCI) June 8, 2022 " class="align-text-top noRightClick twitterSection" data=" ">

BCCI ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, 'ଆହତଜନିତ ସମସ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ଖେଳିବେ ନାହିଁ କେ.ଏଲ ରାହୁଲ । ତାଙ୍କ ସ୍ଥାନରେ ଋଷଭ ପନ୍ତ ଦଳର ନେତୃତ୍ବ ନେବେ । ପୂର୍ବରୁ ସେ ଭାରତୀୟ ଦଳର ଉପଅଧିନାୟକ ଘୋଷଣା ହୋଇଥିବାରୁ ତାଙ୍କୁ ଅଧିନାୟକ ଭାର ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଉପ ଅଧିନାୟକ ରହିବେ । '

ଏହାକୁ ନେଇ BCCI ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ରାହୁଲ ଆହତ ହେବାପରେ ଭାରତ ପାଇଁ ଇଶାନ କିଷନଙ୍କ ସହ ଋତୁରାଜ ଗାୟକୱାଡ୍‌ ଓପନ କରିପାରନ୍ତି । ଗୁରୁବାରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.