ETV Bharat / sports

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କୁ କୋରୋନା

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କୋରୋନା ପଜିଟିଭ । ଅଧିକ ପଢନ୍ତୁ...

author img

By

Published : Apr 17, 2021, 8:51 PM IST

Updated : Apr 17, 2021, 9:04 PM IST

Kiren Rijiju tests positive for COVID-19
କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କୁ କୋରୋନା

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ ଯୋଗେଁ ସୂଚନା ଦେବାସହ ନିଜକୁ ଆଇସୋଲେସନରେ ରଖିଥିବା କହିଛନ୍ତି ରିଜିଜୁ ।

  • After getting repeated test for Covid-19, today my report has come out positive. I'm taking the advice of the Doctors. I request all those who have come in my contact recently to be observant, exercise self-quarantine and get themselves tested. I'm physically fit and fine.

    — Kiren Rijiju (@KirenRijiju) April 17, 2021 " class="align-text-top noRightClick twitterSection" data=" ">

ଏକାଧିକବାର କୋଭିଡ-19 ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରୁଛି । ନିକଟରେ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜକୁ ସଂଗରୋଧରେ ରଖନ୍ତୁ ଓ କୋଭିଡ ଟେଷ୍ଟ କରାଇନିଅନ୍ତୁ । ସମସ୍ତେ ଫିଟ୍‌ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ଟ୍ବିଟରେ ଏହା ଅପିଲ କରିଛନ୍ତି ରିଜିଜୁ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ଦୈନିକ ସଂକ୍ରମଣ ରେକର୍ଡ ସହ ଗତ 24 ଘଣ୍ଟାରେ 2,34, 692 ନୂଆ କେସ୍‌ ସାମ୍ନାକୁ ଆସିଛି ଓ 1341 ଜୀବନ ଯାଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 1,75,649ରେ ପହଞ୍ଚିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା 1, 45, 26,609ରେ ପହଞ୍ଚିଛି ।

ଏବେବି ସକ୍ରିୟ ମାମଲା 16,79,740 ରହିଛି । ଗତ 24 ଘଣ୍ଟାରେ 1,23,345 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥ ସଂଖ୍ୟା 1,26,71,220ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2021, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.