ETV Bharat / sports

IPL 2022: ଆଜି ଶ୍ରେୟାସ-ସଞ୍ଜୁ ସମର

author img

By

Published : Apr 18, 2022, 8:50 AM IST

ଚଳିତ ଆଇପିଏଲରେ ଆଜି (ସୋମବାର) 30 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି KKR- RR ମୁକାବିଲା
ଆଜି KKR- RR ମୁକାବିଲା

ମୁମ୍ବାଇ: ଚଳିତ ଆଇପିଏଲରେ ଆଜି (ସୋମବାର) 30 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ପାଇଁ ଆଜିର ମ୍ୟାଚଟି ଗୁରୁତ୍ବପୂର୍ଣ୍ଣ ।

ପଏଣ୍ଟ ଟେବୁଲ ତାଲିକାର ପଞ୍ଚମରେ ରାଜସ୍ଥାନ ଓ ଷଷ୍ଠରେ କୋଲକାତା ରହିଛି । ଆଜିର ମ୍ୟାଚ ଜିତି ଟେବୁଲ ଉପରକୁ ଉନ୍ନୀତ ହେବାକୁ ଉଭୟ ଦଳ ଚେଷ୍ଟା କରିବେ । ଉଭୟ ଦଳ ନିଜ ନିଜ ଶେଷ ମ୍ୟାଚରେ ପରାସ୍ତ ହୋଇଥିଲେ । ପୂର୍ବ ପରାଜୟକୁ ଭୁଲି ଆଜି ବିଜୟଧାରାକୁ ଫେରିବାକୁ ଚେଷ୍ଟା କରିବେ । ମ୍ୟାଚ ଜିତିବାକୁ ସବୁ ଶକ୍ତି ଖଟାଇବେ ଉଭୟ ଦଳ ।

ଏହା ବି ପଢନ୍ତୁ...IPL 2022: ସୁପରକିଙ୍ଗସକୁ 3 ୱିକେଟରେ ହରାଇଲା ଟାଇଟନ୍ସ, 5ମ ବିଜୟ ସହ ଶୀର୍ଷରେ ଗୁଜୁରାଟ

ପ୍ରଥମରୁ ରାଜସ୍ଥାନ ରୟାଲ୍ସ ଦମଦାର ସ୍ଥିତିରେ ରହିଥିଲା । ଦଳର ଜୋସ ବଟଲର, ସଞ୍ଜୁ ସାମସନ, ଦେବଦତ୍ତ ପାଡିକଲ ସିମରନ ହେଚତ ପ୍ରମୁଖ ଖେଳାଳି ଫର୍ମରେ ଅଛନ୍ତି । ତେଣୁ ରୟାଲ୍ସ ନିକଟରୁ ବିଶାଳ ସ୍କୋର ଆଶା କରାଯାଉଛି । ସେପଟେ ନାଇଟ ରାଇଡର୍ସ ବେଶ ସନ୍ତୁଳିତ ଅଛି । ଦଳରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ସୃଦୁଢ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.