ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ(IPL) ୧୫୦ ୱିକେଟ ପୂରଣ କରିଛନ୍ତି ଚହଲ । ରବିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି । ଏଥିସହ ଷ୍ଟାର ଭାରତୀୟ ସ୍ପିନର, ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କ ପରେ ଦ୍ବିତୀୟ ଦ୍ରୁତତମ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି ।
-
🚨 Milestone Alert 🚨
— IndianPremierLeague (@IPL) April 10, 2022 " class="align-text-top noRightClick twitterSection" data="
1⃣5⃣0⃣ wickets in IPL for @yuzi_chahal! 🙌 🙌
What a bowler he has been! 👏 👏
Follow the match 👉 https://t.co/8itDSZ2mu7#TATAIPL | #RRvLSG | @rajasthanroyals pic.twitter.com/Ba1Mo9AZ6s
">🚨 Milestone Alert 🚨
— IndianPremierLeague (@IPL) April 10, 2022
1⃣5⃣0⃣ wickets in IPL for @yuzi_chahal! 🙌 🙌
What a bowler he has been! 👏 👏
Follow the match 👉 https://t.co/8itDSZ2mu7#TATAIPL | #RRvLSG | @rajasthanroyals pic.twitter.com/Ba1Mo9AZ6s🚨 Milestone Alert 🚨
— IndianPremierLeague (@IPL) April 10, 2022
1⃣5⃣0⃣ wickets in IPL for @yuzi_chahal! 🙌 🙌
What a bowler he has been! 👏 👏
Follow the match 👉 https://t.co/8itDSZ2mu7#TATAIPL | #RRvLSG | @rajasthanroyals pic.twitter.com/Ba1Mo9AZ6s
ଚହଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମର ପ୍ରମୁଖ ସଦସ୍ୟ ରହିଥିଲେ । ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ସେ ଆରସିବି ପକ୍ଷରୁ ଆଇପିଏଲ ଖେଳିଛନ୍ତି ମାତ୍ର ୨୦୨୨ରେ ତାଙ୍କୁ ରିଲିଜ କରିଥିଲା ଫ୍ରାଞ୍ଚାଇଜ । IPL ୨୦୨୨ରେ ଚହଲ ଏଯାବତ ମୋଟ ୧୧ ୱିକେଟ ହାସଲ କରିସାରିଛନ୍ତି ଓ ପର୍ପଲ କ୍ୟାପ୍ ପାଖରେ ରହିଛନ୍ତି ।
-
One orange cap, one purple cap, and 2 points too, please. 😁🛍#HallaBol | #RRvLSG | #IPL2022 pic.twitter.com/zKJWG4QfRC
— Rajasthan Royals (@rajasthanroyals) April 10, 2022 " class="align-text-top noRightClick twitterSection" data="
">One orange cap, one purple cap, and 2 points too, please. 😁🛍#HallaBol | #RRvLSG | #IPL2022 pic.twitter.com/zKJWG4QfRC
— Rajasthan Royals (@rajasthanroyals) April 10, 2022One orange cap, one purple cap, and 2 points too, please. 😁🛍#HallaBol | #RRvLSG | #IPL2022 pic.twitter.com/zKJWG4QfRC
— Rajasthan Royals (@rajasthanroyals) April 10, 2022
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ଚହଲ ଘାତକ ବୋଲିଂ ସହ ୪ଟି ୱିକେଟ ହାତେଇଥିଲେ । ଫଳରେ ରାଜସ୍ଥାନ ରୟାଲ୍ସ ୧୬୬ ରନ୍ର ବିଜୟ ଲକ୍ଷ୍ୟକୁ ଡିଫେଣ୍ଡ କରିବା ସହ ୩ ରନ୍ରେ ବିଜୟୀ ହୋଇଥିଲା । ବିଜୟ ପାଇଁ ଶେଷ ଓଭରରେ ୧୫ ରନ୍ ଆବଶ୍ୟକ କରୁଥିଲା ଲକ୍ଷ୍ନୌ । କ୍ୟାପଟେନ ସଞ୍ଜୁ ସାମସନ ଯୁବ ବୋଲର କୁଲଦୀପ ସେନଙ୍କ ଉପରେ ଭରସା କରିଥିଲେ । ସାମ୍ନାରେ ପାୱର ହିଟର ମାର୍କସ ଷ୍ଟୋଇନିସ ଥିଲେ ମଧ୍ୟ କୁଲଦୀପ ନିଜ କ୍ୟାପଟେନଙ୍କ ବିଶ୍ବାସକୁ ସଠିକ୍ ପ୍ରମାଣିତ କରିଥିଲେ ।
ANI