ETV Bharat / sports

IPL 2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ବାଙ୍ଗାଲୋର

author img

By

Published : Apr 5, 2022, 7:23 PM IST

ଟସ୍‌ ଜିତି RCB କ୍ୟାପଟେନ ଫାଫ ଡୁ ପ୍ଲେସିସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ । ଅଧିକ ପଢନ୍ତୁ

IPL 2022: Royal Challengers Bangalore opt to bowl against Rajasthan Royals
IPL 2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ବାଙ୍ଗାଲୋର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ତ୍ରୟୋଦଶ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ରାଜସ୍ଥାନ ରୟାଲ୍ସ(RR) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି RCB କ୍ୟାପଟେନ ଫାଫ ଡୁ ପ୍ଲେସିସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ।

ଚୂଡାନ୍ତ ଏକାଦଶ:

ରାଜସ୍ଥାନ ରୟାଲ୍ସ: ଜସ୍‌ ବଟଲର, ଜଶସ୍ବୀ ଜୟଶ୍ବାଲ, ଦେବଦତ୍ତ ପାଡିକ୍କଲ, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ସିମ୍ରନ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ବିନ, ନବଦୀପ ସାଇନି, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ ପ୍ଲେସିସ(କ୍ୟାପଟେନ୍‌), ଅନୁଜ ରାୱତ, ବିରାଟ କୋହଲି, ଦିନେଶ କାର୍ତ୍ତିକ(ୱିକେଟ କିପର), ସେଫର୍ନ ରଦରଫୋର୍ଡ, ଶାହାବାଜ ଅହମ୍ମଦ, ୱାନିନ୍ଦୁ ହସରଙ୍ଗ, ଡେଭିଡ ୱିଲି, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.