ମୁମ୍ବାଇ: ଆଇପିଏଲ ୨୦୨୨ର ଏକାଦଶତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି CSK କ୍ୟାପଟେନ ରବିନ୍ଦ୍ର ଜାଡେଜା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ । ଚେନ୍ନାଇ ଖେଳିଥିବା ପୂର୍ବ ଦୁଇଟି ମ୍ୟାଚ୍ରେ ପରାଜିତ ହୋଇଥିବାରୁ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ପଞ୍ଜାବ ବିଜୟ ଧାରା ବଜାୟ ଲକ୍ଷ୍ୟରେ ରହିଛି ।
-
🚨 Toss Update 🚨@imjadeja has won the toss & @ChennaiIPL have elected to bowl against @PunjabKingsIPL.
— IndianPremierLeague (@IPL) April 3, 2022 " class="align-text-top noRightClick twitterSection" data="
Follow the match ▶️ https://t.co/ZgMGLamhfU #TATAIPL | #CSKvPBKS pic.twitter.com/2QzODLJme2
">🚨 Toss Update 🚨@imjadeja has won the toss & @ChennaiIPL have elected to bowl against @PunjabKingsIPL.
— IndianPremierLeague (@IPL) April 3, 2022
Follow the match ▶️ https://t.co/ZgMGLamhfU #TATAIPL | #CSKvPBKS pic.twitter.com/2QzODLJme2🚨 Toss Update 🚨@imjadeja has won the toss & @ChennaiIPL have elected to bowl against @PunjabKingsIPL.
— IndianPremierLeague (@IPL) April 3, 2022
Follow the match ▶️ https://t.co/ZgMGLamhfU #TATAIPL | #CSKvPBKS pic.twitter.com/2QzODLJme2
ଚୁଡାନ୍ତ ଏକାଦଶ:
ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ରବିନ ଉଥାପ୍ପା, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା(କ୍ୟାପଟେନ୍), ମହେନ୍ଦ୍ର ସିଂହ ଧୋନି(ୱିକେଟ କିପର), ଶିବମ ଦୁବେ, ଡ୍ବାଇନ ବ୍ରାଭୋ, କ୍ରିସ ଜୋର୍ଡାନ, ଡ୍ବାଇନ ପ୍ରିଟୋରିସ, ମୁକେଶ ଚୌଧୁରୀ ।
ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ(କ୍ୟାପଟେନ୍), ଶିଖର ଧାୱନ, ଭାନୁକା ରାଜପକ୍ସା(ୱିକେଟ କିପର), ଲିଆମ ଲିଭିଂଷ୍ଟୋନ, ଶାହାରୁଖ ଖାନ, ଜିତେଶ ଶର୍ମା, ଓଡିନ ସ୍ମିଥ, ଅର୍ଶଦୀପ ସିଂହ, କାଗିସୋ ରବାଡା, ରାହୁଲ ଚହର, ବୈଭବ ଆରୋରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ