ETV Bharat / sports

IPL 2021: ହାଇଦ୍ରାବାଦ ବିପକ୍ଷରେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

author img

By

Published : Oct 8, 2021, 7:22 PM IST

Updated : Oct 8, 2021, 7:46 PM IST

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ କ୍ୟାପଟେନ୍‌ ରୋହିତ ଶର୍ମା । ଅଧିକ ପଢନ୍ତୁ...

IPL 2021: Mumbai indians won the toss elect to bat first against SRH
IPL 2021: ହାଇଦ୍ରାବାଦ ବିପକ୍ଷରେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଆଇପିଏଲର ୫୫ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ କ୍ୟାପଟେନ୍‌ ରୋହିତ ଶର୍ମା ।

ପ୍ଲେ-ଅଫ୍‌ ଦୌଡରୁ ହାଇଦ୍ରାବାଦ ବାଦ୍‌ ପଡିସାରିଥିବାବେଳେ, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶେଷ ସୁଯୋଗ ରହିଛି । କେବଳ ବିଜୟ ମଧ୍ୟ ରୋହିତ ଶର୍ମାଙ୍କ ଟିମକୁ ପ୍ଲେ-ଅଫ୍‌ ଟିକେଟ ଦେଇପାରିବ ନାହିଁ, ଏଥିପାଇଁ ଆବଶ୍ୟକ ୧୭୦ ରନ୍‌ରୁ ଅଧିକ ରନ୍‌ରେ ବଡ ବିଜୟ । ନିହାତି ଅସମ୍ଭବ ଲାଗୁଥିଲେ ମଧ୍ୟ ଡିଫେଣ୍ଡିଂ ଚମ୍ପିଆନ ଏହି କଷ୍ଟସାଧ୍ୟ ଟାସ୍କ କରିବାକୁ ସଂପୂର୍ଣ୍ଣ ପ୍ରୟାସ କରିବ ।

ଚୁଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ: ଇଶାନ କିଶନ(ୱିକେଟ କିପର), ରୋହିତ ଶର୍ମା(କ୍ୟାପଟେନ୍‌), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ଜେମ୍ସ ନିଶାମ, ନାଥନ-କୁଲଟର ନାଇଲ, ପିୟୁଷ ଚାୱଲା, ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।

ସନରାଇଜର୍ସ ହାଇଦ୍ରାବାଦ: ଜେସନ ରୟ, ଅଭିଶେକ ଶର୍ମା, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ଅବଦୁଲ ସମାଦ, ରିଦ୍ଧିମାନ ଶାହା, ରସିଦ ଖାନ, ମହମ୍ମଦ ନବି, ଅରମାନ ମଲିକ, ସିଦ୍ଧାର୍ଥ କୌଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 8, 2021, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.