ETV Bharat / sports

କିଛି ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ପ୍ରଭାବିତ ହେବନି ଆଇପିଏଲ

ୟୁଏଇରେ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଖେଳାଯିବ ଆଇପିଏଲ 2021ର ଅବଶିଷ୍ଟାଂଶ । ଅଧିକ ପଢନ୍ତୁ...

IPL will not be affected in absence of some foreign players, says cricket Expert
କିଛି ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ପ୍ରଭାବିତ ହେବନି ଆଇପିଏଲ
author img

By

Published : May 29, 2021, 8:00 PM IST

କଟକ: ଆଇପିଏଲ 2021 ପୁଣି ହେବ ଆରମ୍ଭ । ଶନିବାର ବସିଥିବା ବିସିସିଆଇର ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତି ହୋଇଛି । ଚଳିତବର୍ଷ ଆଇପିଏଲର ଅବଶିଷ୍ଟାଂଶ ୟୁଏଇରେ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଖେଳାଯିବ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ଶୁଭ ଖବର ।

କିଛି ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ପ୍ରଭାବିତ ହେବନି ଆଇପିଏଲ

ସୁରକ୍ଷିତ ଭାବେ ଆଇପିଏଲ 2021 ସଂପୂର୍ଣ୍ଣ ପାଇଁ ୟୁଏଇକୁ ଚୟନ କରିଛି ବିସିସିଆଇ । 2020 ସଂସ୍କରଣର ଆଇପିଏଲ ମଧ୍ୟ ୟୁଏଇରେ ସଫଳତାର ସହ ଆୟୋଜନ ହୋଇଥିଲା ।

ତେବେ ଏକାଧିକ ବିଦେଶୀ କ୍ରିକେଟ ବୋର୍ଡ ଘରୋଇ ସୂଚୀ ରହିଥିବାରୁ ଆଇପିଏଲରେ ପୁନଃ ସାମିଲ ହେବାକୁ ବାରଣ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ତାଲିକାର ପ୍ରଥମରେ ରହିଛି ଇଂଲଣ୍ଡ । ମାତ୍ର ଯଦି କିଛି ବିଦେଶୀ ଖେଳାଳି ନ ରହିବେ ଟୁର୍ଣ୍ଣାମେଣ୍ଟ ପ୍ରଭାବିତ ହେବନି । ଏନେଇ ଶୁଣନ୍ତୁ କଣ କହୁଛନ୍ତି କ୍ରିକେଟ ଏକ୍ସପର୍ଟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.