ETV Bharat / sports

ସରିଲା ଆଇପିଏଲ୍‌ ୨୦୨୪ ମିନି ଅକ୍ସନ, ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

IPL 2024 Auction: ଆଇପିଏଲ୍‌ ୨୦୨୪ ପାଇଁ ମିନି ନିଲାମୀ ପ୍ରକ୍ରିୟା ଆଜି ଶେଷ ହୋଇଛି । ଆଇପିଏଲ୍‌ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଅଷ୍ଟ୍ରେଲୀୟ ବାମହାତୀ ସ୍ପିଡ୍‌ଷ୍ଟାର ମିଚେଲ୍‌ ଷ୍ଟାର୍କ । ଜାଣନ୍ତୁ କେଉଁ ଖେଳାଳିଙ୍କୁ କେଉଁ ଦଳ କିଣିଲା...

author img

By ETV Bharat Odisha Team

Published : Dec 19, 2023, 10:59 PM IST

ସରିଲା ଆଇପିଏଲ୍‌ ୨୦୨୪ ମିନି ଅକ୍ସନ
ସରିଲା ଆଇପିଏଲ୍‌ ୨୦୨୪ ମିନି ଅକ୍ସନ

ଦୁବାଇ: ସରିଛି ଆଇପିଏଲ୍‌ ୨୦୨୪ ପାଇଁ ମିନି ଅକ୍ସନ । ପ୍ରଥମ ଥର ପାଇଁ ବିଦେଶରେ ହୋଇଥିବା ନିଲାମୀ ପ୍ରକ୍ରିୟାରେ ଲେଖା ହୋଇଛି ଇତିହାସ । ପ୍ରଥମ ଥର ପାଇଁ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ବରେ ବିକ୍ରି ହୋଇଛନ୍ତି ଦୁଇ ଖେଳାଳି । ଦୁବାଇର କୋକାକୋଲା ଏରିନାରେ ହୋଇଥିବା ଏହି ମିନି ଅକ୍ସନରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ୟାଟ୍‌ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣି ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ କରିଥିଲା । ହେଲେ ମାତ୍ର କିଛି ସମୟ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ଆଗକୁ ଆସିଥିଲେ ଅଷ୍ଟ୍ରେଲୀୟ ବାମହାତୀ ସ୍ପିଡ୍‌ଷ୍ଟାର ମିଚେଲ୍‌ ଷ୍ଟାର୍କ । ସେ ୨୪.୭୫ କୋଟିରେ କୋଲକାତା ନାଇଟ୍‌ ରାଇଡର୍ସକୁ ବିକ୍ରି ହୋଇଥିଲେ । ତେବେ ଏଥର ଅକ୍ସନରେ ଅବିଶ୍ବସନୀୟ ଭାବେ କିଛି ଷ୍ଟାର ଖେଳାଳି ମଧ୍ୟ ଅନ୍‌ସୋଲ୍ଡ ହୋଇଛନ୍ତି । ଅନ୍ୟପଟେ କିଛି ଅନ୍‌କ୍ୟାପଡ୍‌ ଖେଳାଳି ବେଶ ଭଲ ଟଙ୍କାରେ ବିକ୍ରି ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ନଜର ପକାନ୍ତୁ ଆଜିର ଅକ୍ସନରେ ସବୁ ଦଳ କିଣିଥିବା ବିଭିନ୍ନ ଖେଳାଳିଙ୍କ ଉପରେ ।

ଚେନ୍ନାଇ ସୁପର କିଙ୍ଗସ: ଡେରାଇଲ ମିଚେଲ (୧୪ କୋଟି), ସମୀର ରିଜଭୀ (୮.୪ କୋଟି), ଶାର୍ଦ୍ଦୁଲ ଠାକୁର (୪ କୋଟି), ମୁସ୍ତାଫିଜୁର ରେହମାନ (୨ କୋଟି), ରଚିନ ରବୀନ୍ଦ୍ର (୧.୮ କୋଟି), ଅବିନାଶ ରାଧ ଆରଭେଲୀ (୨୦ ଲକ୍ଷ)

କୋଲକାତା ନାଇଟ ରାଇଡର୍ସ: ମିଚେଲ ଷ୍ଟାର୍କ (୨୪.୭୫ କୋଟି), ମୁଜୀବ ଉର ରହମାନ (୨ କୋଟି), ଶେର୍ଫନ ରଦରର୍ଫୋଡ (୧.୫୦ କୋଟି), ଗସ ଅଟକିନସନ (୧ କୋଟି), କେଏସ ଭରତ (୫୦ ଲକ୍ଷ), ଚେତନ ସାକାରିୟା (୫୦ ଲକ୍ଷ), ଅଙ୍ଗକ୍ରିଶ ରଘୁବଂଶୀ (୨୦ ଲକ୍ଷ), ରମଣଦୀପ ସିଂହ (୫୦ ଲକ୍ଷ), ମନୀଷ ପାଣ୍ଡେ (୫୦ ଲକ୍ଷ), ସାକିବ ହୁସେନ (୨୦ ଲକ୍ଷ)

ସନରାଇଜର୍ସ ହାଇଦ୍ରାବାଦ: ପାଟ କମିନ୍ସ (୨୦.୫ କୋଟି), ଟ୍ରାଭିସ ହେଡ (୬.୮୦ କୋଟି), ଜୟଦେବ ଉନାଦକଟ (୧.୬୦ କୋଟି), ୱାନିନ୍ଦୁ ହସରଙ୍ଗା (୧.୫୦ କୋଟି), ଆକାଶ ସିଂହ (୨୦ ଲକ୍ଷ), ଜତାଭେଦ ସୁବ୍ରମଣ୍ୟନ (୨୦ ଲକ୍ଷ)

ମୁମ୍ବାଇ ଇଣ୍ଡିଆନ୍ସ: ଗେରାଲ୍ଡ କୋଏଜି (୫ କୋଟି), ନୁୱାନ ତୁଶାରା (୪.୮୦ କୋଟି), ଦିଲସାନ ମଧୁଶଙ୍କା (୪.୬ କୋଟି), ମହମ୍ମଦ ନବି (୧.୫ କୋଟି), ଶ୍ରେୟସ ଗୋପାଲ (୨୦ ଲକ୍ଷ), ଅନଶୁଲ କାମ୍ବୋଜ (୨୦ ଲକ୍ଷ)

ଦିଲ୍ଲୀ କ୍ୟାପିଟାଲ୍ସ: କୁମାର କୁଶଗ୍ରା (୭.୨୦ କୋଟି), ଝାଇ ରିଚାର୍ଡସନ (୫ କୋଟି), ହ୍ୟାରୀ ବ୍ରୁକ (୪ କୋଟି), ସୁମିତ କୁମାର (୧ କୋଟି), ସାଇ ହୋପ (୭୫ ଲକ୍ଷ), ଟ୍ରିଷ୍ଟାନ ଷ୍ଟବ୍ସ (୫୦ ଲକ୍ଷ), ରିକି ଭୂଇ (୨୦ ଲକ୍ଷ), ରସିକ ଧର (୨୦ ଲକ୍ଷ), ସ୍ବସ୍ତିକ ଚିକାରା (୨୦ ଲକ୍ଷ)

ଏହା ମଧ୍ୟ ପଢ଼ନ୍ତୁ...କମିନ୍ସଙ୍କୁ ପଛରେ ପକାଇଲେ ଷ୍ଟାର୍କ, ୨୪.୭୫ କୋଟିରେ କିଣିଲା KKR

ଲକ୍ଷ୍ନୌ ସୁପର ଜାଏଣ୍ଟସ: ଶିବମ ମାଭି (୬.୪୦ କୋଟି), ଏମ ସିଦ୍ଧାର୍ଥ (୨.୪୦ କୋଟି), ଡେଭିଡ ୱିଲି (୨ କୋଟି), ଅଷ୍ଟନ ଟର୍ଣ୍ଣର (୧ କୋଟି), ଅର୍ଶଦ ଖାନ (୨୦ ଲକ୍ଷ), ଅର୍ଶିନ କୁଲକର୍ଣ୍ଣି (୨୦ ଲକ୍ଷ)

ଗୁଜରାଟ ଟାଇଟନ୍ସ: ସ୍ପେନ୍ସର ଜନ୍‌ସନ୍‌ (୧୦ କୋଟି), ଶାହରୁଖ ଖାନ (୭.୪୦ କୋଟି), ଉମେଶ ଯାଦବ (୫.୮ କୋଟି), ରବିନ ମିଞ୍ଜ (୩.୬ କୋଟି), ସୁଶାନ୍ତ ମିଶ୍ରା (୨.୨ କୋଟି), କାର୍ତ୍ତିକ ତ୍ୟାଗୀ (୬୦ ଲକ୍ଷ), ଆଜମତୁଲ୍ଲା ଓମରଜାଇ (୫୦ ଲକ୍ଷ), ମାନବ ସୁତାର (୨୦ ଲକ୍ଷ)

ପଞ୍ଜାବ କିଙ୍ଗସ: ହର୍ଷଲ ପଟେଲ (୧୧.୭୫ କୋଟି), ରିଲେ ରୁଶୋ (୮ କୋଟି), କ୍ରିସ ୱକ୍ସ (୪.୨ କୋଟି), ଆଶୁତୋଷ ଶର୍ମା (୨୦ ଲକ୍ଷ), ବିଶ୍ବନାଥ ପ୍ରତାପ ସିଂହ (୨୦ ଲକ୍ଷ), ଶଶାଙ୍କ ସିଂହ (୨୦ ଲକ୍ଷ), ତନୟ ତ୍ୟାଗରଞ୍ଜନ (୨୦ ଲକ୍ଷ), ପ୍ରିନ୍ସ ଚୌଧୁରୀ (୨୦ ଲକ୍ଷ)

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଅଲଜାରୀ ଯୋଶେଫ (୧୧.୫୦ କୋଟି), ୟଶ୍‌ ଦୟାଲ (୫ କୋଟି), ଲକି ଫର୍ଗୁସନ (୨ କୋଟି), ଟମ କରନ (୧.୫୦ କୋଟି), ସ୍ବପ୍ନିଲ ସିଂହ (୨୦ ଲକ୍ଷ), ସୌରଭ ଚୌହାନ (୨୦ ଲକ୍ଷ)

ରାଜସ୍ଥାନ ରୟାଲ୍ସ: ରୋଭମାନ ପାୱେଲ (୭.୪ କୋଟି), ଶୁଭମ ଦୁବେ (୫.୮୦ କୋଟି), ନାନ୍ଦ୍ରେ ବୁରଗେର (୫୦ ଲକ୍ଷ), ଟମ ଖୋଲେର କାଡମୋରେ (୪୦ ଲକ୍ଷ), ଆବିଦ ମୁସ୍ତାକ (୨୦ ଲକ୍ଷ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.