ETV Bharat / sports

IPL ୨୦୨୨: ଭର୍ଚୁଆଲ କ୍ବାର୍ଟର-ଫାଇନାଲରେ ଦିଲ୍ଲୀ ବିପକ୍ଷରେ ଟସ୍‌ ଜିତିଲା ମୁମ୍ବାଇ - ଆଇପିଏଲ 2022

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଅଧିକ ପଢନ୍ତୁ

ipl 2022: Mumbai Indians opt to bowl against delhi capitals
IPL ୨୦୨୨: ଭର୍ଚୁଆଲ କ୍ବାର୍ଟର-ଫାଇନାଲରେ ଦିଲ୍ଲୀ ବିପକ୍ଷରେ ଟସ୍‌ ଜିତିଲା ମୁମ୍ବାଇ
author img

By

Published : May 21, 2022, 7:11 PM IST

Updated : May 21, 2022, 7:42 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ (IPL ୨୦୨୨) ୬୯ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ (DC) ଓ ମୁମ୍ବାଇ ଇଣ୍ଡିଆନ୍ସ(MI) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଏହି ମ୍ୟାଚ୍‌ ଏକ ଭର୍ଚୁଆଲ କ୍ବାର୍ଟର-ଫାଇନାଲ ପରି ହୋଇଥିବାବେଳେ ଚତୁର୍ଥ ଟିମ ଭାବେ କିଏ ପ୍ଲେ-ଅଫ୍‌ ଖେଳିବେ ନିର୍ଣ୍ଣୟ ହେବ । ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହେଲେ ପ୍ଲେ-ଅଫ୍‌ ଟିକେଟ ହାତେଇବ ମାତ୍ର ମୁମ୍ବାଇର ବିଜୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ଲେ-ଅଫର ରାସ୍ତା ଦେଖାଇବ ।

ଚୁଡାନ୍ତ ଏକାଦଶ:

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଋଷଭ ପନ୍ତ (ୱିକେଟ କିପର/କ୍ୟାପଟେନ୍‌), ସର୍ଫରାଜ ଖାନ, ରୋଭମନ ପୱେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅନରିଚ ନର୍କିୟା, ଖଲିଲ ଅହମ୍ମଦ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ), ଇଶାନ କିଶନ(ୱିକେଟ କିପର), ଡେୱାଲ୍ଡ ବ୍ରେଭିସ, ତିଳକ ବର୍ମା, ଟିମ ଡେଭିଡ, ରମଣଦୀପ ସିଂ, ଡାନିଏଲ ସାମ୍ସ, ହ୍ରିତିକ ସୋଇକିନ, ଜଶପ୍ରୀତ ବୁମରା, ରିଲେ ମେରେଡିଥ୍‌, ମୟଙ୍କ ମାର୍କଣ୍ଡେ ।

Last Updated : May 21, 2022, 7:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.