ETV Bharat / sports

IPL 2022: ଓଡିଶାର ସେନାପତି CSK କ୍ୟାମ୍ପ୍‌ରେ, ପୁଣି କରିପାରନ୍ତି କମାଲ

author img

By

Published : Mar 15, 2022, 9:37 PM IST

ଓଡିଶା ରଣଜୀ ଟିମର କ୍ୟାପଟେନ ଶୁଭ୍ରାଂଶୁ ସେନାପତି CSK ଟିମର ସଦସ୍ୟ ଥିବାରୁ ଓଡିଶା କ୍ରିକେଟ ପ୍ରେମୀ ଧୋନିଙ୍କ ଟିମର ବିଜୟ କାମନା କରିବା ସମ୍ଭାବନା ରହିଛି । ଗ୍ରୁପ 'B' ରେ ଥିବା ଡିଫେଣ୍ଡିଂ IPL ଚାମ୍ପିୟନ ଚେନ୍ନାଇ ମାର୍ଚ୍ଚ ୨୬ରେ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ

IPL 2022: Full league stage schedule for Chennai Super Kings
IPL 2022: ଓଡିଶାର ସେନାପତି ସିଏସକେ କ୍ୟାମ୍ପ୍‌ରେ, ପୁଣି କରିପାରେ କମାଲ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି । ଭେଟେରାନ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ।

ଏଥର ଆଇପିଏଲ ମହାରାଷ୍ଟ୍ରର ୪ଟି ଭେନ୍ୟୁରେ ଖେଳାଯିବା ନେଇ ସୂଚୀ ରହିଛି । ୱାଙ୍ଖେଡେ ଷ୍ଟାଡିୟମ, ବ୍ରାବୋର୍ନୋ ଷ୍ଟାଡିୟମ, ଡିୱାଇ ପାଟିଲ ଷ୍ଟାଡିୟମ ନଭି ମୁମ୍ବାଇ ଓ MCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମ ପୁନେରେ ଚେନ୍ନାଇ ସମସ୍ତ ୧୪ଟି ଲିଗ୍‌ ମ୍ୟାଚ୍‌ ଖେଳିବ । ତେବେ ଓଡିଶା ରଣଜୀ ଟିମର କ୍ୟାପଟେନ ଶୁଭ୍ରାଂଶୁ ସେନାପତି CSK ଟିମର ସଦସ୍ୟ ଥିବାରୁ ଓଡିଶା କ୍ରିକେଟ ପ୍ରେମୀ ଧୋନିଙ୍କ ଟିମର ବିଜୟ କାମନା କରିବା ସମ୍ଭାବନା ରହିଛି ।

ଗ୍ରୁପ 'B' ରେ ଥିବା ଡିଫେଣ୍ଡିଂ IPL ଚାମ୍ପିୟନ ଚେନ୍ନାଇ ଗ୍ରୁପ 'A'ରେ ଥିବା କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ । ଚାରି ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଅନ୍ୟ ୯ଟି ଟିମ ପରି ୫ଟି ଟିମ ବିପକ୍ଷରେ ଦୁଇଥର ଓ ବାକି ୪ଟି ଟିମ ବିପକ୍ଷରେ ଥରେ ଲେଖାଏଁ ମ୍ୟାଚ୍‌ ଖେଳିବ ।

ନଜର ପକାନ୍ତୁ IPL ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ(CSK)ର ସଂପୂର୍ଣ୍ଣ ଲିଗ୍‌ ପର୍ଯ୍ୟାୟ ସୂଚୀ ଉପରେ-

ମ୍ୟାଚ୍‌ ୧, ମାର୍ଚ୍ଚ ୨୬, ଶନିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ କୋଲକାତା ନାଇଟ ରାଇଡର୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୨, ମାର୍ଚ୍ଚ ୩୧, ଗୁରୁବାର: ଲକ୍ଷ୍ନୌ ସୁପର ଜିଆଣ୍ଟସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୩, ଏପ୍ରିଲ ୩, ରବିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ପଞ୍ଜାବ କିଙ୍ଗ୍ସ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୪, ଏପ୍ରିଲ ୯, ଶନିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ଅପରାହ୍ନ ୩:୩୦

ମ୍ୟାଚ୍‌ ୫, ଏପ୍ରିଲ ୧୨, ଗୁରୁବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୬, ଏପ୍ରିଲ ୧୭, ରବିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜରାଟ ଟାଇଟାନ୍‌ସ(MCA ଷ୍ଟାଡିୟମ ପୁନେ)ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୭, ଏପ୍ରିଲ ୨୧, ଗୁରୁବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୮, ଏପ୍ରିଲ ୨୫, ସୋମବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ପଞ୍ଜାବ କିଙ୍ଗ୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୯, ମଇ ୧, ରବିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(MCA ଷ୍ଟାଡିୟମ ପୁନେ)ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୧୦, ମଇ ୪, ବୁଧବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(MCA ଷ୍ଟାଡିୟମ ପୁନେ)ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୧୧, ମଇ ୮, ରବିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୧୨, ମଇ ୧୨, ଗୁରୁବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୧୩, ମଇ ୧୫, ରବିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜରାଟ ଟାଇଟାନ୍‌ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ଅପରାହ୍ନ ୩:୩୦

ମ୍ୟାଚ୍‌ ୧୪, ମଇ ୨୦, ଶୁକ୍ରବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ (ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ସନ୍ଧ୍ୟା ୭:୩୦

ଚେନ୍ନାଇ ସୁପର କିଙ୍ଗ୍ସ(CSK) ସ୍କ୍ବାଡ୍‌: ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ୍‌), ଋତୁରାଜ ଗାଏକ୍ବାଡ, ମୋଇଲ ଅଲୀ, ଦୀପକ ଚହର, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ଡେଭନ କନୱେ, ଶୁଭ୍ରାଂଶୁ ସେନାପତି, କେଏମ ଆସିଫ, ତୁଷାର ଦେଶପାଣ୍ଡେ, ମହୀଶ ଥିକସାନା, ସିମ୍ରନଜିତ ସିଂହ, ଆଡାମ ମିଲନେ, ମୁକେଶ ଚୌଧୁରୀ, ଡ୍ବାଇନ ବ୍ରାଭୋ, ଶିବମ ଦୁବେ, ରାଜବର୍ଦ୍ଧନ ହଙ୍ଗରଗେକର, ଡ୍ବାଇନ ପ୍ରିଟୋରିସ, ମିଚେଲ ସାଣ୍ଟନର, ପ୍ରଶାନ୍ତ ସୋଲାଙ୍କି, ଏନ ଜଗଦୀଶାନ, ହରି ନିଶାନ୍ତ, କ୍ରିସ ଜୋର୍ଡାନ, କେ ଭଗତ ବର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.