ETV Bharat / sports

IPL 2022: ରାଜସ୍ଥାନ ବିପକ୍ଷରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ IPL 2022 ର 57ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

author img

By

Published : May 11, 2022, 7:15 PM IST

Updated : May 11, 2022, 9:55 PM IST

IPL 2022: ରାଜସ୍ଥାନ ବିପକ୍ଷରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ
IPL 2022: ରାଜସ୍ଥାନ ବିପକ୍ଷରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ IPL2022 ର 57ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ ଚସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କ୍ୟାପିଟାଲ୍ସ ପାଇଁ ଆଜି କର ବା ମର ସଦୃଶ ସ୍ଥିତି ରହିଛି । ଆଜିର ମ୍ୟାଚକୁ ଜିତି ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିବାକୁ ଲକ୍ଷ୍ୟ ରଖିଛି ଦଳ ।

ଚୂଡାନ୍ତ ଏକାଦଶ:

RR: ଯଶସ୍ବି ଜୈସ୍ବାନ, ଜୋସ ବଟଲର, ସଞ୍ଜୁ ସାମସନ(କ୍ୟାପ୍ଟେନ, ୱିକେଟ କିପର), ଦେବଦତ୍ତ ପାଡିକଲ, ରଶି ଭନ ଦେର ଦୁସେନ, ରିୟାନ ପରାଗ, ରବିଚନ୍ଦ୍ର ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନଦ୍ର ଚହଲ, କୁଲଦୀପ ସେନ

DC: ଡେଭିଡ ୱାର୍ଣ୍ଣାର, ଶ୍ରିକର ଭରତ, ମିଚେଲ ମାର୍ଶ ରିଷବ ପନ୍ତ(କ୍ୟାପ୍ଟେନ, ୱିକେଟ କିପର), ଲଲିତ ଯାଦବ, ରୋଭମାନ ପାୱଲ, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଚେତନ ଶାକାରିୟା, ଆନରିଜ ନୋର୍ଜେ

Last Updated : May 11, 2022, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.