ETV Bharat / sports

IPL 2022: ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି - ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି

ଆଇପିଏଲର ୬୨ତମ ମ୍ୟାଚରେ ଟସ୍‌ ଜିତି ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଛି CSK । ଅଧିକ ପଢନ୍ତୁ

IPL 2022: ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି

author img

By

Published : May 15, 2022, 3:53 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 62ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ସମ୍ମାନ ପାଇଁ ଖେଳୁଥିବା ଚେନ୍ନାଇ ପ୍ରଥମେ ଟସ୍‌ ଜିତି ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଚେନ୍ନାଇ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ିଥିବାବେଳେ ଟାଇଟନ୍ସ ପ୍ରଥମ ଦଳ ଭାବେ 18 ପଏଣ୍ଟ ସହ ପ୍ଲେ-ଅଫରେ ପ୍ରବେଶ କରିସାରିଛି ।

ଟସ ସମୟରେ ଚେନ୍ନାଇ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ, " ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛି । ଆଜି ବହୁତ ଗରମ ଅନୁଭୂତ ହେଉଛି । ୱିକେଟ୍ ଗୁଡିକ ଟିକେ ବ୍ୟବହୃତ ହୋଇଛି ତେଣୁ ଏହା ମନ୍ଥର ହୋଇଯିବ । ଦଳରେ ଅନେକ ପରିବର୍ତ୍ତନ ହୋଇଛି । ରବି, ରାୟୁଡୁ, ବ୍ରାଭୋ, ଥିକାଶାନା ବିଶ୍ରାମ ନେଇଥିବା ବେଳେ ଜଗି, ସୋଲାଙ୍କି, ସାଣ୍ଟନର ଓ ମଥିସା ଖେଳୁଛନ୍ତି ।"

ଚୂଡାନ୍ତ ଏକାଦଶ:

CSK: ଋତୁରାଜ ଗାଏକୱାଡ, ଡିଭନ୍ କନୱେ, ମୋଇନ୍ ଅଲ୍ଲୀ, ଶିବମ୍ ଦୁବେ, ଏନ ଜଗଦିସନ, ଏମଏସ ଧୋନି (w / c), ମିଚେଲ ସାଣ୍ଟନର୍, ପ୍ରଶାନ୍ତ ସୋଲାଙ୍କି, ସିମରଜିତ ସିଂ, ମଥିଶା ପାଥିରାନା, ମୁକେଶ ଚୌଧୁରୀ

GI: ରିଦ୍ଧିମାନ ସାହା (w), ଶୁଭମନ ଗିଲ, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା (C), ଡେଭିଡ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ରବି ଶ୍ରୀନିବାସନ ସାଇ କିଶୋର, ଅଲଜରି ଜୋସେଫ, ୟଶ ଦୟାଲ, ମହମ୍ମଦ ଶାମି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.