ETV Bharat / sports

ଆଇପିଏଲ ମହାସମର: ଦିଲ୍ଲୀ ବିପକ୍ଷରେ ବିରାଟ ବାହିନୀର ବ୍ୟାଟିଂ

author img

By

Published : Apr 27, 2021, 7:25 PM IST

Updated : Apr 27, 2021, 7:59 PM IST

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ଫଳରେ ପ୍ରଥମେ ବ୍ୟାଟିଂ କରିବ ବିରାଟବାହିନୀ । ଅଧିକ ପଢନ୍ତୁ...

ଆଇପିଏଲ ମହାସମର: ଦିଲ୍ଲୀ ବିପକ୍ଷରେ ବିରାଟ ବାହିନୀର ବ୍ୟାଟିଂ
ଆଇପିଏଲ ମହାସମର: ଦିଲ୍ଲୀ ବିପକ୍ଷରେ ବିରାଟ ବାହିନୀର ବ୍ୟାଟିଂ

ଅହମ୍ମଦାବାଦ: ଚଳିତ ଆଇପିଏଲର 22ତମ ମୁକାବିଲାରେ ଅନ୍ୟତମ ହାଇଭୋଲଟେଜ ଲଢେଇ ହେବାକୁ ଯାଉଛି । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ରହିଛି । ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ଫଳରେ ପ୍ରଥମେ ବ୍ୟାଟିଂ କରିବ ବିରାଟ ବାହିନୀ ।

ଆରସିବି ଚୂଡାନ୍ତ ଏକାଦଶରେ ଡାନ କ୍ରୀଷ୍ଟିଆନଙ୍କ ସ୍ଥାନରେ ଡାନିଏଲ ସାମ୍ସ ଓ ରଜତ ପାଟିଦାରଙ୍କୁ ସାମିଲ କରିଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ଅଶ୍ବିନଙ୍କ ସ୍ଥାନରେ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରିଛି ।

ଚୁଡାନ୍ତ ଏକାଦଶ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ଦେବଦତ୍ତ ପାଦିକ୍କଲ, ରଜତ ପାଟିଦାର, ଗ୍ଳେନ ମାକ୍ସୱେଲ, ଏବି ଡି ଭିଲିୟର୍ସ(ୱିକେଟ କିପର), ୱାସିଂଟନ ସୁନ୍ଦର, ଡାନିଏଲ ସାମ୍ସ , କେଏଲ ଜେମିଏସନ, ହର୍ଷଲ ପଟେଲ, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ ।

ଦିଲ୍ଲୀ କ୍ୟାପିଟାଲ୍ସ : ପୃଥ୍ବୀ ଶ, ଶିଖର ଧାୱନ, ଋଷଭ ପନ୍ତ(କ୍ୟାପଟେନ/ ୱିକେଟ କିପର), ଷ୍ଟିଭେନ ସ୍ମିଥ, ସିମ୍ରନ ହେଟମେୟର, ମାର୍କସ ଷ୍ଟୋଇନିସ, ଅକ୍ଷର ପଟେଲ, ଅମିତ ମିଶ୍ର, କାଗିସୋ ରବାଡା, ଇଶାନ୍ତ ଶର୍ମା, ଅବେଶ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2021, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.