ETV Bharat / sports

ହାଇଦ୍ରାବାଦ vs ରାଜସ୍ଥାନ: ଟସ ଜିତିଲେ ୱାର୍ଣ୍ଣର, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

author img

By

Published : Oct 11, 2020, 3:29 PM IST

ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ଟସ ଜିତି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

SRH VS RR: David Warner wins toss and opts to bat first
ହାଇଦ୍ରାବାଦ vs ରାଜସ୍ଥାନ: ଟସ ଜିତିଲେ ୱାର୍ଣ୍ଣର, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଆଇପିଏଲର 13ତମ ସଂସ୍କରଣରେ ଆଜି (ରବିବାର) ଦୁଇଟି ମ୍ୟାଚ ରହିଛି । ପ୍ରଥମ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟର 26ତମ ମ୍ୟାଚରେ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ସହ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦର ମୁକାବିଲା ରହିଛି ।

ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ରାଜସ୍ଥାନ ରୟାଲ୍ସର ବେନ ଷ୍ଟୋକ୍ସ ଆଇପିଏଲ 2020ରେ ପ୍ରଥମ ମ୍ୟାଚ ଖେଳୁଛନ୍ତି ।

RT when you see it. 👀#SRHvRR | #HallaBol | #RoyalsFamily | #IPL2020 | @Dream11 pic.twitter.com/c1ziYBtBq1

— Rajasthan Royals (@rajasthanroyals) October 11, 2020 " class="align-text-top noRightClick twitterSection" data=" ">

ସନରାଇଜର୍ସ ହାଇଦ୍ରାବାଦ ଚୁଡାନ୍ତ ଏକାଦଶ: କେନ ୱିଲିୟମସନ, ଡେଭିଡ ୱାର୍ଣ୍ଣର(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ, ମନିଷ ପାଣ୍ଡେ, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ଅଭିଷେକ ଶର୍ମା, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ଟି. ନଟରାଜନ, ରସିଦ ଖାନ ।

ରାଜସ୍ଥାନ ରୟାଲ୍ସ ଚୁଡାନ୍ତ ଏକାଦଶ : ଜସ୍ ବଟଲର, ରବିନ ଉଥାପ୍ପା, ସଞ୍ଜୁ ସାମସନ, ଷ୍ଟିଭେନ ସ୍ମିଥ(କ୍ୟାପଟେନ), ବେନ ଷ୍ଟୋକ୍ସ, ରିଆନ ପରାଗ,ଜୋଫ୍ରା ଆର୍ଚର, ରାହୁଲ ତେୱାତିଆ, ଶ୍ରେୟସ ଗୋପାଳ, ଜୟଦେବ ଉନତକତ, କାର୍ତ୍ତିକ ତ୍ୟାଗୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଦୁବାଇ: ଆଇପିଏଲର 13ତମ ସଂସ୍କରଣରେ ଆଜି (ରବିବାର) ଦୁଇଟି ମ୍ୟାଚ ରହିଛି । ପ୍ରଥମ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟର 26ତମ ମ୍ୟାଚରେ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ସହ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦର ମୁକାବିଲା ରହିଛି ।

ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ରାଜସ୍ଥାନ ରୟାଲ୍ସର ବେନ ଷ୍ଟୋକ୍ସ ଆଇପିଏଲ 2020ରେ ପ୍ରଥମ ମ୍ୟାଚ ଖେଳୁଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ଚୁଡାନ୍ତ ଏକାଦଶ: କେନ ୱିଲିୟମସନ, ଡେଭିଡ ୱାର୍ଣ୍ଣର(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ, ମନିଷ ପାଣ୍ଡେ, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ଅଭିଷେକ ଶର୍ମା, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ଟି. ନଟରାଜନ, ରସିଦ ଖାନ ।

ରାଜସ୍ଥାନ ରୟାଲ୍ସ ଚୁଡାନ୍ତ ଏକାଦଶ : ଜସ୍ ବଟଲର, ରବିନ ଉଥାପ୍ପା, ସଞ୍ଜୁ ସାମସନ, ଷ୍ଟିଭେନ ସ୍ମିଥ(କ୍ୟାପଟେନ), ବେନ ଷ୍ଟୋକ୍ସ, ରିଆନ ପରାଗ,ଜୋଫ୍ରା ଆର୍ଚର, ରାହୁଲ ତେୱାତିଆ, ଶ୍ରେୟସ ଗୋପାଳ, ଜୟଦେବ ଉନତକତ, କାର୍ତ୍ତିକ ତ୍ୟାଗୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.