ETV Bharat / sports

ଆଇପିଏଲ୍ 2020: ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

author img

By

Published : Nov 1, 2020, 7:20 PM IST

କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରାଜସ୍ଥାନ ।

ଆଇପିଏଲ୍ 2020
ଆଇପିଏଲ୍ 2020

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସିଜନର 54 ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ତେବେ କୋଲକାତା ଦୁଇଟି ପରିବର୍ତ୍ତନ କରିଥିବାବେଳେ ରାଜସ୍ଥାନର ଦଳ କୌଣସି ପରିବର୍ତ୍ତନ କରିନାହିଁ । ଫିଟ୍ ହେବା ପରେ ଆଣ୍ଡ୍ରେ ରସେଲ ଦଳକୁ ଫେରିଛନ୍ତି । ଏଥି ସହିତ ଶିକୁମ ମାଭିଙ୍କୁ ରିଙ୍କୁ ସିଂଙ୍କ ସ୍ଥାନରେ ଦଳରେ ଜାଗା ମିଳିଛି । ରାଜସ୍ଥାନ ରୟାଲ୍ସ ଆଜି ପ୍ଲେ-ଅଫ ଆଶା ବଞ୍ଚାଇ ରଖିବା ପାଇଁ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିବାକୁ ଚାହିଁବ ।

ଦଳ-

  • ରାଜସ୍ଥାନ ରୟାଲ୍ସ ଏକାଦଶ: ରବିନ୍ ଉଥାପ୍ପା, ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍, ଷ୍ଟିଭ୍ ସ୍ମିଥ୍, ଜୋସ୍ ବଟଲର, ରିଆନ୍ ପରାଗ, ରାହୁଲ ତେୱତିଆ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ବରୁଣ ଆରୋନ, କାର୍ତ୍ତିକ ଟ୍ୟାଗି ।
  • କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ଶୁବମନ ଗିଲ, ନୀତୀଶ ରାଣା, ସୁନୀଲ ନାରିନ, ଇଅନ ମୋର୍ଗାନ , ଦିନେଶ କାର୍ତ୍ତିକ, ଆଣ୍ଡ୍ରେ ରସେଲ, ରାହୁଲ ତ୍ରିପାଠୀ, ପ୍ୟାଟ କମିନ୍ସ, କମଲେଶ ନାଗରକୋଟି, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.