ETV Bharat / sports

KXIP vs DC: ପ୍ରଥମେ ବୋଲିଂ କରିବ ପଞ୍ଜାବ - ଆଇପିଏଲ 2020

ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପଞ୍ଜାବକୁ ଆମନ୍ତ୍ରଣ କରିଛି । ଅଧିକ ପଢନ୍ତୁ:

KXIP vs DC: ପ୍ରଥମେ ବୋଲିଂ କରିବ ପଞ୍ଜାବ
KXIP vs DC: ପ୍ରଥମେ ବୋଲିଂ କରିବ ପଞ୍ଜାବ
author img

By

Published : Oct 20, 2020, 7:22 PM IST

ଦୁବାଇ: ଆଇପିଏଲର 38ତମ ମ୍ୟାଚରେ ଆଜି କିଙ୍ଗସ୍ ଏକାଦଶ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି । ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପଞ୍ଜାବକୁ ଆମନ୍ତ୍ରଣ କରିଛି ।

ଦିଲ୍ଲୀ ନିଜ ଦଳରେ 3ଟି ପରିବର୍ତ୍ତନ କରିଛି । ଦଳରେ ଶିମ୍ରନ୍ ହେଟମିୟର ଆଲେକ୍ସ କାରିଙ୍କ ସ୍ଥାନରେ, ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଋଷଭ ପନ୍ତ ଏବଂ ଡାନିଏଲ୍ ସାଇମସ୍ ଆନରିଚ୍‌ ନୋର୍ଜେଙ୍କ ସ୍ଥାନ ଆସିଛନ୍ତି । ସେପଟେ ପଞ୍ଜାବ ଦଳ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି । ଦଳର ଅନ୍ତିମ ଏକାଦଶରେ କ୍ରିସ୍ ଜୋର୍ଡାନଙ୍କ ସ୍ଥାନରେ ଜିମି ନିଶାମଙ୍କୁ ସ୍ଥାନ ମିଳିଛି ।

କିଙ୍ଗସ ଏକାଦଶ ପଞ୍ଜାବ ଏକାଦଶ: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଏଲ୍, ନିକୋଲାସ୍ ପୁରାନ୍, ଗ୍ଲେନ୍ ମ୍ୟାକ୍ସୱେଲ, ଦୀପକ ହୁଡା, ମୁରୁଗାନ୍ ଅଶ୍ୱିନ୍, ଜେମ୍ସ ନିଶାମ, ମହମ୍ମଦ ଶାମି, ରବି ବିଷ୍ଣୋଇ, ଅର୍ଶଦୀପ ସିଂ ।

ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ପୃଥ୍ବୀ ଶ, ଶିଖର ଧାୱନ, ଶ୍ରେୟସ୍ ଆୟର୍, ଋଷଭ ପନ୍ତ , ଶିମ୍ରନ୍ ହେଟମିୟର, ଡାନିଏଲ୍ ସାଇମସ୍, ମାର୍କସ୍ ଷ୍ଟୋଇନିସ୍, ଆକ୍ସର ପଟେଲ, ରବିଚନ୍ଦ୍ରନ୍ ଅଶ୍ୱିନ୍, ତୁଷାର ଦେଶପାଣ୍ଡେ, କାଗିସୋ ରାବାଡା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.