ETV Bharat / sports

ମୁମ୍ବାଇକୁ ଧନ୍ୟବାଦ ଦେଲେ ହାଇଦ୍ରାବାଦ ଫ୍ୟାନ୍ସ

ମୁମ୍ବାଇ ଇଣ୍ଡିଆନ୍ସ କୁ ପ୍ରଂଶସା କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ପ୍ରଶଂସକ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 6, 2019, 7:58 PM IST

ମୁମ୍ବାଇ: ଦଳ ଜିତିଲେ ଫ୍ୟାନ୍ସ ମାନେ ନିଜ ଦଳକୁ ଧନ୍ୟବାଦ ଜଣାଉଥିବାର ନଜିର ରହିଛି । କିନ୍ତୁ ଆଇପିଏଲରେ ଏଥର ଏକ ନିଆରା ଘଟଣା ଘଟିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଂଶସା କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ପ୍ରଶଂସକ ।

ଚଳିତ ଆଇପିଏଲରେ ପ୍ଲେ-ଅଫକୁ 4 ଦଳ ଯାଇସାରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ,ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ପୂର୍ବରୁ ହାଇଦ୍ରାବାଦକୁ ଛାଡ଼ି ଅନ୍ୟ ତିନି ଦଳ ପ୍ଲେ-ଅଫରେ ପହଞ୍ଚି ସାରିଥିଲେ ।

ରବିବାର କେକେଆରକୁ ମୁମ୍ବାଇ ଇଣ୍ଡିଆନ୍ସ 9 ୱିକେଟରେ ହରାଇଛି । ଫଳରେ ପ୍ଲେ-ଅଫରେ ଚତୁର୍ଥ ଦଳ ଭାବେ ସନରାଇଜର୍ସ ହାଇଦ୍ରାବାଦ ସ୍ଥାନ ପାଇଛି ।

ତେବେ ହାଇଦ୍ରାବାଦ ପ୍ଲେ-ଅଫ ଯିବାନେଇ ଫ୍ୟାନ୍ସ ମାନେ ଖୁସି ମନାଇଛନ୍ତି । କିନ୍ତୁ ଧନ୍ୟବାଦ ଜଣାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୋହିତ ଶର୍ମାଙ୍କୁ । କାରଣ ହାଇଦ୍ରାବାଦ ପ୍ଲେ-ଅଫ ଯିବା ପଛରେ ମୁମ୍ବାଇ ଇଣ୍ଡିଆନ୍ସର ହାତ ରହିଛି । କେକେଆର ସହିତ ହାଇଦ୍ରାବାଦର ପଏଣ୍ଟ ସମାନ ଥିଲେ ବି ରନରେଟରେ ବାଜି ମାରିଛି ଦଳ । ଆଇପିଏଲ ଇତିହାସରେ ମାତ୍ର 12 ପଏଣ୍ଟରେ ପ୍ରଥମ ଦଳ ଭାବେ ପ୍ଲେ-ଅଫକୁ ଯାଇଛି ।

Intro:Body:

fd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.