ETV Bharat / sports

DC VS RCB: ଟସ୍ ଜିତି ଫିଲ୍ଡିଂ କରୁଛି ଦିଲ୍ଲୀ କ୍ୟାପିଟାଲ୍ସ - ଆରସିବି

ଆଇପିଏଲର 20 ତମ ମୁକାବିଲା ଆରସିବି ଓ ଦିଲ୍ଲୀ କ୍ୟାପିଟେଲ୍ସ ମଧ୍ୟରେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଘରୋଇ ଗ୍ରାଉଣ୍ଡରେ ପ୍ରଥମ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ଆରସିବି।

ଫଟୋ ସୌଜନ୍ଯ:ସୋସିଆଲ ମିଡିଆ@ଟ୍ବିଟର
author img

By

Published : Apr 7, 2019, 5:03 PM IST

Updated : Apr 7, 2019, 5:15 PM IST

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ର 20ତମ ମୁକାବିଲା ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟିମ୍‌ରେ ଆରମ୍ଭ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ।
ନିଜ ଘରୋଇ ଫିଲ୍ଡରେ ଖେଳୁଥିବାରୁ ଏହି ଲିଗ୍‌ରେ ବିଜୟ ଖାତା ଖୋଲିବା ଆଶାରେ ବିରାଟ ବାହିନୀ ଷ୍ଟାଡିୟମ୍‌କୁ ଓହ୍ଲାଇଛି ।

ଆଜିର ମ୍ୟାଚରେ ଆରସିବି କୌଣସି ପରିବର୍ତ୍ତନ କରିନଥିବା ବେଳେ ଦିଲ୍ଲୀ ମଧ୍ୟ ଅନ୍ତିମ ଏକାଦଶରେ ପରିବର୍ତ୍ତନ କରିନାହିଁ। ଭଭୟ ଦଳ ନିଜ ନିଜର 6ଷ୍ଠ ତମ ମ୍ୟାଚ ଖେଳୁଛନ୍ତି।

ସୂଚନା ଥାଉକି, ଆରସିବି ଲଗାତର ଭାବେ 5ଟି ମ୍ୟାଚ ହାରିଥିବା ବେଳେ ଦିଲ୍ଲୀ 2ଟି ମ୍ୟାଚ୍‌ରେ ବିଜୟ ଲାଭ କରିପାରିଛି। ପାଖାପାଖି 2 ଦଳଙ୍କ ସ୍ଥିତି ପ୍ରାୟତଃ ସମାନ ଥିବାରୁ ଆରସିବି ଏହି ଲିଗ୍‌ରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ।

Intro:Body:

ପୁରୀରୁ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, 3 ମୃତ

ବାଲେଶ୍ୱର:  ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷଯାତ୍ରା। କାଳିଆ ଦର୍ଶନ ସାରି ଫେରୁଥିବାବେଳେ ଡମ୍ଫରକୁ ପଛପଟୁ ପିଟିଥିଲା କାର । ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଳା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୲ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଡମ୍ପରକୁ ପଛପଟୁ କାର ପିଟିଥିଲା ।

ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଚୁରମାରା ଓ ପାକଶିଦା ଅଞ୍ଚଳରୁ 7ଜଣ ଏକ କାରରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏମିତି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ମଧ୍ୟରେ 2ଜଣ ଶିଶୁଥିବା ଜଣାପଡ଼ିଛି। ମୃତକମାନେ ହେଲେ ସୁଭିରଞ୍ଜନ ପରିଡ଼ା, କଳ୍ପନା ରଣା, ତୋଫାନ ରଣା, ରବି ରଣା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଳମ୍ବିତ ରାତିରେ କାର ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରୁ କାରରେ ଥିବା ଲୋକଙ୍କୁ ସ୍ଥାନୀୟ ଲୋକ ମେଡିକାଲ ନେଇଥିଲେ। ସେଠାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରଉ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:
Last Updated : Apr 7, 2019, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.