ETV Bharat / sports

ବିଜୟ ସହ ଆଇପିଏଲରୁ ବାଙ୍ଗାଲୋର ର ବିଦାୟ - ipl

ଚଳିତ ଆଇପିଏଲରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ବିଦାୟ ନେଇଛି । ସ୍ଥାନୀୟ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳିଛି ବିରାଟଙ୍କ ଦଳ ।  ଶେଷ ଲିଗ ମ୍ଯାଚକୁ 4 ୱିକେଟରେ ଜିତି ନେଇଛି ବାଙ୍ଗାଲୋର। ଫଳରେ ଘରୋଇ ଦର୍ଶକଙ୍କୁ ଖୁସି କରିବାକୁ ସଫଳ ହୋଇଛି ଟିମ୍ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 5, 2019, 12:09 AM IST

ବେଙ୍ଗାଲୁରୁ: ଚଳିତ ଆଇପିଏଲରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ବିଦାୟ ନେଇଛି । ସ୍ଥାନୀୟ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳିଛି ବିରାଟଙ୍କ ଦଳ । ଶେଷ ଲିଗ ମ୍ଯାଚକୁ 4 ୱିକେଟରେ ଜିତି ନେଇଛି ବାଙ୍ଗାଲୋର। ଫଳରେ ଘରୋଇ ଦର୍ଶକଙ୍କୁ ଖୁସି କରିବାକୁ ସଫଳ ହୋଇଛି ଟିମ୍ ।

ପ୍ରଥମେ ଟସ ଜିତି ବାଙ୍ଗାଲୋର ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦ ଦଳ ବାଙ୍ଗାଲୋରକୁ 176 ରନର ଟାର୍ଗେଟ ଦେଇଥିଲା । ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଇଂନିସ ଖେଳିଥିଲେ ୱିଲିୟମସନ । ସେ 43 ବଲରୁ 70 ରନର ପାଳି ଖେଳିଥିଲେ । ଏହି ପାଳିରେ 5ଟି ଚୌକା ଓ 4ଟି ଛକା ସାମିଲ ରହିଛି । ମାର୍ଟିନ ଗୁପ୍ଟିଲ 30, ରିଦ୍ଧିମାନ ସାହା 20 ଓ ବିଜୟ ଶଙ୍କର 27 ରନ କରିଥିଲେ ।

ଜବାବରେ ଆରମ୍ଭରୁ ପାର୍ଥୀବ ପଟେଲ, କୋହଲି ,ଡିଭିଲିୟର୍ସଙ୍କୁ ହରାଇ ବାଙ୍ଗାଲୋର ସଂକଟରେ ପଡିଥିଲା । ତେବେ ୱେଷ୍ଟଇଣ୍ଡିଜ ହିଟର ହେଟମେୟର ଓ ଗୁରୁକିରତ ସିଂ ମନଙ୍କ 144 ରନର ଭାଗିଦାରୀ ବାଙ୍ଗାଲୋରକୁ ସଂଜିବନୀ ଦେଇଥିଲା । ହେଟମେୟର 47 ବଲରୁ 75 ରନ କରିଥିଲେ । ମନ 48 ବଲରୁ 65 ରନ କରି ଆଉଟ ହୋଇଥିଲେ । ଶେଷ ଓଭରରେ 6 ରନ ଆବଶ୍ୟକ କରୁଥିବା ବେଳେ ଉମେଶ ଯାଦବ ଲଗାତାର ଦୁଇଟି ଚୌକା ମାରି ବାଙ୍ଗାଲୋରକୁ ଜିତାଇଥିଲେ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.