ETV Bharat / sports

ମହିଳା ଟି-୨୦: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ

author img

By

Published : Oct 7, 2021, 3:20 PM IST

ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା ଟିମ ମଧ୍ୟରେ କୁଇନ୍ସଲ୍ୟାଣ୍ଡର କାରାରା ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ । ଅଧିକ ପଢନ୍ତୁ...

Aus W v Ind W, 1st T20I: Hosts win toss, opt to bowl
ମହିଳା ଟି-୨୦: ଅଷ୍ଟ୍ରେଲିଆ ବିପରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ

କୁଇନ୍ସଲ୍ୟାଣ୍ଡ(ଅଷ୍ଟ୍ରେଲିଆ): ଦିନିକିଆ ସିରିଜ ଓ ଟେଷ୍ଟ ମ୍ୟାଚ୍‌ପରେ ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା ଟିମ ମଧ୍ୟରେ ଆରମ୍ଭ ହୋଇଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ । ଗୁରୁବାର ସିରିଜର ପ୍ରଥମ ମ୍ୟାଚ୍‌ କୁଇନ୍ସଲ୍ୟାଣ୍ଡର କାରାରା ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍‌ ଜିତି ଘରୋଇ ଟିମର କ୍ୟାପେଟନ ମେଗ ଲାନିଙ୍ଗ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି, ଫଳରେ ବ୍ୟାଟିଂ କରିବ ଭାରତ ।

ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ମଲ୍ଟି-ଫର୍ମାଟ ସିରିଜରେ ୬-୪ରେ ଆଗୁଆ ରହିଛି । ଟି-୨୦ ସିରିଜର ସମସ୍ତ ୩ଟି ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ବିଜୟୀ ହେବ ।

ଚୂଡାନ୍ତ ଏକାଦଶ:

ଭାରତ: ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ଜେମ୍ମିମା ରୋଡ୍ରିଗ୍ୟୁସ, ହରମନପ୍ରୀତ କୌର(କ୍ୟାପଟେନ୍‌), ୟାସ୍ତିକା ଭାଟିଆ, ରିଚା ଘୋଷ(ୱିକେଟ କିପର), ପୂଜା ବସ୍ତ୍ରକର, ଦିପ୍ତୀ ଶର୍ମା, ଶିଖା ପାଣ୍ଡେ, ରାଜେଶ୍ବରୀ ଗାଏକ୍ବାଡ, ରେଣୁକା ସିଂହ ।

ଅଷ୍ଟ୍ରେଲିଆ: ଆଲେସ ହେଲି(ୱିକେଟ କିପର), ବେଥ ମୁନି, ମେଗ ଲାନିଙ୍ଗ୍‌(କ୍ୟାପଟେନ), ଆସଲେ ଗାର୍ଡନର, ଏଲିସ ପେରୀ, ତହିଲା ମଗ୍ରାଥ, ନିକୋଲା କେରୀ, ସୋଫି ମୋଲିନିକ୍ସ, ଜର୍ଜିଆ ୱାରେହମ, ହନହ ଡାର୍ଲିଙ୍ଗଟନ, ଟେଲା ଭ୍ଲାଏମିଙ୍କ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.