ETV Bharat / sports

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ଘୋଷିତ - ଭାରତୀୟ ମହିଳା ଦଳ

ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ଦଳ । ଟେଷ୍ଟ, ଦିନିକିଆ ଓ ଟି-20 ପାଇଁ ବିସିସିଆଇ ପକ୍ଷରୁ ମହିଳା ଦଳ ଘୋଷଣା ହୋଇଛି । ଅଧିକ ପଢ଼ନ୍ତୁ...

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ଘୋଷିତ
ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ଘୋଷିତ
author img

By

Published : May 14, 2021, 10:56 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ଦଳ । ଟେଷ୍ଟ, ଦିନିକିଆ ଓ ଟି-20 ପାଇଁ ବିସିସିଆଇ ପକ୍ଷରୁ ମହିଳା ଦଳ ଘୋଷଣା ହୋଇଛି । ଜୁନ 16 ତାରିଖରୁ ଏହି ସିରିଜ ଆରମ୍ଭ ହେବ । ଏହି ଗସ୍ତରେ ଭାରତ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ, ତିନୋଟି ଦିନିକିଆ ଓ ତିନୋଟି ଟି-20 ମ୍ୟାଚ ଖେଳିବ ।

  • India's Test & ODI squad:

    Mithali Raj (C), Harmanpreet Kaur (VC), Smriti Mandhana, Punam Raut, Priya Punia, Deepti, Jemimah, Shafali, Sneh Rana, Taniya Bhatia (WK), Indrani Roy (WK), Jhulan Goswami, Shikha Pandey, Pooja Vastrakar, A. Reddy, Poonam Yadav, Ekta Bisht, Radha Yadav.

    — BCCI Women (@BCCIWomen) May 14, 2021 " class="align-text-top noRightClick twitterSection" data=" ">

ଦିନିକିଆ ଓ ଟେଷ୍ଟ ସିରିଜ ପାଇଁ 18 ଜଣିଆ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା ହୋଇଛି । ଏଥିରେ ସାମିଲ ଅଛନ୍ତି ମିତାଲୀ ରାଜ (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ ଅଧିନାୟିକା), ହରମନପ୍ରୀତ କୌର, ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ସେଫାଳି ବର୍ମା, ସ୍ନେହା ରାଣା, ତାନିଆ ଭାଟିଆ, ଇନ୍ଦ୍ରାଣୀ ରାଏ, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ପୁନମ ଯାଦବ, ଏକତା ବିସ୍ତ ଓ ରାଧା ଯାଦବ ।

  • India's T20I squad:

    Harmanpreet Kaur (C) Smriti Mandhana (VC), Deepti Sharma, Jemimah, Shafali, Richa Ghosh, Harleen, Sneh Rana, Taniya Bhatia (WK), Indrani Roy (WK), Shikha Pandey, Pooja Vastrakar, Arundhati Reddy, Poonam Yadav, Ekta Bisht, Radha Yadav, Simaran Dil Bahadur.

ସେହିଭଳି ଟି-20 ସିରିଜ ପାଇଁ ମଧ୍ୟ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ଏଥିରେ ସାମିଲ ଅଛନ୍ତି .- ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ ଅଧିନାୟିକା), ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ସେଫାଳି ବର୍ମା, ରିଚା ଘୋଷ, ହର୍ଲିଲ ଦେଓଲ, ସ୍ନେହା ଶାହା, ସ୍ନେହା ରାଣା, ତାନିଆ ଭାଟିଆ, ଇନ୍ଦ୍ରାଣୀ ରାଏ, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ପୁନମ ଯାଦବ ଏକତା ବିସ୍ତ ଓ ରାଧା ଯାଦବ ଓ ସିମରନ ଦିଲ ବାହାଦୂର ।

ଜୁନ 16 ତାରିଖରୁ ଏହି ସିରିଜ ଆରମ୍ଭ ହୋଇ ଜୁଲାଇ 15ରେ ଶେଷ ହେବ । ଏହାପୂର୍ବରୁ ସମସ୍ତ ଖେଳାଳିଙ୍କୁ ଟିକା ଦିଆଯିବା ସହ ଆରଟିପିସିଆର ଟେଷ୍ଟ କରାଯିବ । ବାୟୋବବଲରେ ରହି ମ୍ୟାଚ ଖେଳି ଉଭୟ ଭାରତ ଓ ଇଂଲଣ୍ଡ କ୍ରିକେଟର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.