ETV Bharat / sports

କୋରୋନା ଟିକାର ପ୍ରଥମ ଡୋଜ୍‌ ନେଲା ମହିଳା ଟିମ ଇଣ୍ଡିଆ

author img

By

Published : May 28, 2021, 5:01 PM IST

ଭାରତୀୟ ମହିଳା କ୍ରିକେଟ ଟିମର ସମସ୍ତ ସଦସ୍ୟ କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଛନ୍ତି । ଅଧିକ ପଢନ୍ତୁ...

Indian women cricketers' first dose of COVID-19 vaccination completed, second jab to be given in UK
କୋରୋନା ଟିକାର ପ୍ରଥମ ଡୋଜ୍‌ ନେଲା ମହିଳା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ସମସ୍ତ ସଦସ୍ୟ କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଛନ୍ତି । ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଚଳାଇଛି ଟିମ । ବର୍ତ୍ତମାନ ଇଂଲଣ୍ଡ ଗସ୍ତ କରିବାକୁ ଥିବା ସମସ୍ତ ଖେଳାଳି ମୁମ୍ବାଇରେ କ୍ବାରେଣ୍ଟିନରେ ରହିଛନ୍ତି । ଗୁରୁବାର ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି ।

ଏଥିସହ ଦ୍ବିତୀୟ ଡୋଜ ଟିକା ଇଂଲଣ୍ଡରେ ୟୁକେ ସ୍ବାସ୍ଥ୍ୟ ବିଭାଗ ଦେବ ବୋଲି ସ୍ପଷ୍ଟ ହୋଇଛି ।

ମହିଳା ଟିମ ଇଂଲଣ୍ଡ ସହ ଗୋଟିଏ ଟେଷ୍ଟ, 3ଟି ଏକଦିବସୀୟ ଓ 3ଟି ଟି20 ମ୍ୟାଚ ଖେଳିବା ନେଇ ସୂଚୀ ରହିଛି । ଦୁଇ ଟିମ ମଧ୍ୟରେ ପ୍ରଥମେ ଟେଷ୍ଟ ମ୍ୟାଚ ଖେଳାଯିବ ଏହା ଜୁନ 16ରୁ ଆମ୍ଭ ହେବ । ପରେ ଦିନିକିଆ ସିରିଜ ଜୁନ 27ରୁ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.