ETV Bharat / sports

ମହିଳା ଟିମ ଇଣ୍ଡିଆକୁ ଝଟ୍‌କା, ପ୍ରଥମ ଦୁଇଟି ଦିନିକିଆରୁ ହରମନପ୍ରୀତ ବାହାର - ହରମନପ୍ରୀତ କୌର ବାଦ୍‌

ଦିନିକିଆ ଟିମର ଭାଇସ-କ୍ୟାପଟେନ୍‌ ହରମନପ୍ରୀତ କୌର ଅଷ୍ଟ୍ରେଲିଆ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍‌ । ଅଧିକ ପଢନ୍ତୁ...

Indian Woman Cricketer Harmanpreet Unfit
ମହିଳା ଟିମ ଇଣ୍ଡିଆକୁ ଝଟ୍‌କା, ପ୍ରଥମ ଦୁଇଟି ଦିନିକିଆରୁ ହରମନପ୍ରୀତ ବାହାର
author img

By

Published : Sep 20, 2021, 8:03 PM IST

ମାକେ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ଟିମକୁ ବଡ ଝଟକା । ଦିନିକିଆ ଟିମର ଭାଇସ-କ୍ୟାପଟେନ୍‌ ହରମନପ୍ରୀତ କୌର ଅଷ୍ଟ୍ରେଲିଆ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍‌ ପଡିଛନ୍ତି । ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫.୩୫ ମିନିଟରେ ମ୍ୟାଚ୍‌ ଆରମ୍ଭ ହେବ ।

ଆଗାମୀ ବର୍ଷ ହେବାକୁ ଥିବା ICC ବିଶ୍ବକପ ଦୃଷ୍ଟିରୁ ଏହି ସିରିଜ ଟିମ ଇଣ୍ଡିଆ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏହା କହିଛନ୍ତି, କ୍ୟାପଟେନ ମିତାଲି ରାଜ୍‌ । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ, ଗୋଟିଏ ଦିବାରାତ୍ର ଟେଷ୍ଟ ଓ ପରେ ୩ ଟିକିଆ ଟି-୨୦ ସିରିଜ ଖେଳିବ ଭାରତ ।

ଭାରତୀୟ ଟିମ: ମିତାଲି ରାଜ(କ୍ୟାପଟେନ), ହରମନପ୍ରୀତ କୌର(ଭାଇସ-କ୍ୟାପଟେନ), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ପୁନମ ରାଉତ, ଜେମ୍ମିମା ରୋଡ୍ରିଗ୍ସ, ଦିପ୍ତୀ ଶର୍ମା, ସ୍ନେହା ରାଣା, ୟାସ୍ତିକା ଭାଟିଆ, ତାନିଆ ଭାଟିଆ(ୱିକେଟ କିପର), ଶିଖା ପାଣ୍ଡେ, ଝୁଲଣ ଗୋସ୍ବାମୀ, ମେଘନା ସିଂହ, ପୂଜା ବସ୍ତ୍ରକର, ରାଜେଶ୍ବରୀ ଗାଏକ୍ବାଡ, ପୁନମ ଯାଦବ, ରିଚା ଘୋଷ(ୱିକେଟ କିପର), ଓ ଏକତା ବିଷ୍ଟ ।

ଅଷ୍ଟ୍ରେଲିଆ ଟିମ: ମେଗ ଲାନିଙ୍ଗ୍‌(କ୍ୟାପଟେନ), ରାଚେଲ ହେନ୍ସ(ଭାଇସ-କ୍ୟାପଟେନ), ଡାର୍ସି ବ୍ରାଉନ, ମେଟଲନ ବ୍ରାଉନ, ଷ୍ଟେଲା କ୍ୟାମ୍ପବେଲ୍‌, ନିକୋଲା କେରୀ, ହନ୍ନା ଡାଲିଂଟନ, ଏସଲେ ଗାର୍ଡନର, ସିଲା ହେଲି, ତାହାଲିଆ ମେକଗ୍ରା, ସୋଫି ମୋଲିନେକ୍ସ, ବେଥ ମୁନି, ଏଲିସ ପେରୀ , ଜାର୍ଜିଆ ରେଡମାୟନେ, ମୌଲି ଷ୍ଟ୍ନାନୋ, ଏନାବେଲ ସଦରଲ୍ୟାଣ୍ଡ, ଟାୟଲା ବ୍ଳାମିନିକ ଓ ଜର୍ଜିଆ ହେୟରହେମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.