ETV Bharat / sports

IND Vs WI: ଦ୍ବିତୀୟ ଦିନିକିଆରେ ପ୍ରଥମେ ବୋଲିଂ କରୁଛି ଭାରତ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯାଉଛି ଦ୍ବିତୀୟ ଦିନିକିଆ ମ୍ୟାଚ୍‌ । ୱେଷ୍ଟଇଣ୍ଡିଜ କ୍ୟାପଟେନ ନିକୋଲସ ପୋରନ ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

India-west indies 2nd ODI : ଟସ  ଜିତି  ୱେଷ୍ଟ ଇଣ୍ଡିଜର ପ୍ରଥମ ବ୍ୟାଟିଂ ନିଷ୍ପତ୍ତି

author img

By

Published : Jul 24, 2022, 7:15 PM IST

Updated : Jul 24, 2022, 8:05 PM IST

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଆଜି ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳୁଛି । ୱେଷ୍ଟ ଇଣ୍ଡିଜ ଅଧିନାୟକ ନିକୋଲସ ପୁରନ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେବେ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ୱେଷ୍ଟ ଇଣ୍ଡିଜ । ଭାରତ ପ୍ରଥମ ଦିନିକିରେ ୱେଷ୍ଟ ଇଣ୍ଡିଜକୁ 3 ରନରେ ହରାଇ ସିରିଜରେ 1-0 ରେ ଆଗୁଆ ରହିଛି ।

ଭାରତୀୟ ଦଳ ଦ୍ବିତୀୟ ଦିନିକିଆ ମ୍ୟାଚ ହାତେଇ ସିରିଜ ଜିତିବାର ଲକ୍ଷ୍ୟ ରଖିଛି । ସେପଟେ ଆଜି ଦ୍ବିତୀୟ ଦିନିକିଆରେ ଭାରତ ତରଫରୁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରୁଛନ୍ତି ଫାଷ୍ଟ ବୋଲର ଆଭେଷ ଖାନ ।

ଚୂଡାନ୍ତ ଏକାଦଶ

ଭାରତ: ଶିଖର ଧାୱନ(ଅଧିନାୟକ), ଶୁବମନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ୟୁଜିବେନ୍ଦ୍ର ଚହଲ, ଅଭେଶ ଖାନ ।

ୱେଷ୍ଟ ଇଣ୍ଡିଜ : ଶାହି ହୋପ, ବ୍ରେଣ୍ଡନ କିଙ୍ଗ, ଶାମରା ବ୍ରୁକ୍ସ, କୈଲ ମାୟରସ, ନିକୋଲସ ପୋରନ(ଅଧିନାୟକ), ରୋଭମାନ ପାୱେଲ, ଅକେଲ ହୁସେନ, ରୋମାରିଓ ଶୈଫେଡ, ଅଲଜାରି ଜୋଶେଫ, ଜୟଦେନ ସିଲ୍ସ, ହୈଦେନ ୱାଲ୍ସ ।

Last Updated : Jul 24, 2022, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.