ETV Bharat / sports

କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡ ଅଲରାଉଣ୍ଡର ଟିମ ବ୍ରେସ୍‌ନନ

author img

By

Published : Jan 31, 2022, 4:02 PM IST

Updated : Jan 31, 2022, 4:33 PM IST

ଇଂଲଣ୍ଡ ଅଲରାଉଣ୍ଡର ଟିମ ବ୍ରେସ୍‌ନନ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋମବାର ତାଙ୍କର କାଉଣ୍ଟି କ୍ରିକେଟ କ୍ଲବ ୱାରୱିକସର କ୍ରିକେଟ ଘୋଷଣା କରିଛି । ଅଧିକ ପଢନ୍ତୁ

Former England all-rounder Tim Bresnan announces retirement from cricket
କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡ ଅଲରାଉଣ୍ଡର ଟିମ ବ୍ରେସ୍‌ନନ

ହାଇଦ୍ରାବାଦ: ଇଂଲଣ୍ଡ ଅଲରାଉଣ୍ଡର ଟିମ ବ୍ରେସ୍‌ନନ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋମବାର ତାଙ୍କର କାଉଣ୍ଟି କ୍ରିକେଟ କ୍ଲବ ୱାରୱିକସର କ୍ରିକେଟ ଘୋଷଣା କରିଛି ।

  • 𝗡𝗘𝗪𝗦 | 𝗧𝗶𝗺 𝗕𝗿𝗲𝘀𝗻𝗮𝗻 𝗮𝗻𝗻𝗼𝘂𝗻𝗰𝗲𝘀 𝗿𝗲𝘁𝗶𝗿𝗲𝗺𝗲𝗻𝘁

    💬 "I will always look back at my career with immense pride and it’s been an absolute honour to represent Warwickshire, my home county and country."

    📝 https://t.co/SaeoZd8Wsy

    🐻#YouBears pic.twitter.com/z1Nu4ijT1F

    — Warwickshire CCC 🏏 (@WarwickshireCCC) January 31, 2022 " class="align-text-top noRightClick twitterSection" data=" ">

36 ବର୍ଷୀୟ ବ୍ରେସନନ ଗତବର୍ଷ ଏପ୍ରିଲ୍‌ରେ ୱାରୱିକସର କ୍ୟାପ୍‌ ଗ୍ରହଣ କରିଥିଲେ ଓ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଟିମର ବିଜୟରେ ପ୍ରମୁଖ ଯୋଗଦାନ କରିଥିଲେ । ୱାରୱିକସର କ୍ରିକେଟ ଅନୁଯାୟୀ, ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ବ୍ରେସନନ ୭,୧୩୮ ରନ୍‌ ଓ ୫୭୫ ୱିକେଟ ଅକ୍ତିଆର କରିଛନ୍ତି । ଏହାମଧ୍ୟରେ ୭ଟି ଶତକୀୟ ଇଂନିସ ଓ ୯ଥର ୫ ୱିକେଟ ଦଖଲ କରିଛନ୍ତି ।

୨୦୧୦ ରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ ବିଜୟୀ ଇଂଲଣ୍ଡ ଟିମର ସଦସ୍ୟ ରହିଥିଲେ ବ୍ରେସନନ । ଅନ୍ତର୍ଜାତୀୟ ସ୍ତରରେ ୧୪୨ଟି ମ୍ୟାଚ୍‌ରେ ସେ ଇଂଲଣ୍ଡକୁ ପ୍ରତିନିଧିତ୍ବ କରିଛନ୍ତି । ଏହାମଧ୍ୟରେ ୨୩ଟି ଟେଷ୍ଟ ମ୍ୟାଚ୍‌ ରହିଛି । ଅଷ୍ଟ୍ରେଲିଆରେ ୨୦୧୦/୧୧ ଆସେସ ସିରିଜ ବିଜୟୀ ଇଂଲଣ୍ଡ ଟିମର ସଦସ୍ୟ ରହିଥିଲେ । ୨୦୧୧ରେ ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲା ଇଂଲଣ୍ଡ ।

ANI

Last Updated : Jan 31, 2022, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.