ETV Bharat / sports

ENGW vs INDW: ବ୍ୟାଟିଂ କରୁଛି ଭାରତ, ଶେଫାଳିଙ୍କ ଦିନିକିଆ ଡେବ୍ୟୁ

ଇଂଲଣ୍ଡ କ୍ୟାପଟେନ ହେଥର ନାଇଟ୍‌ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 27, 2021, 4:36 PM IST

England women win toss, elect to bowl
ENGW vs INDW: ବ୍ୟାଟିଂ କରୁଛି ଭାରତ, ଶେଫାଳିଙ୍କ ଦିନିକିଆ ଡେବ୍ୟୁ

ବ୍ରିଷ୍ଟଲ: ଏଠାରେ ଭାରତ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଇଂଲଣ୍ଡ କ୍ୟାପଟେନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ କ୍ୟାପଟେନ ମିତାଲି ରାଜ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ 22 ବର୍ଷ ପୂରଣ କରିବା ରେକର୍ଡ କରିଛନ୍ତି । ଅନ୍ୟପଟେ 17 ବର୍ଷୀୟା ଶେଫାଳି ବର୍ମା ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଛନ୍ତି । ଇଂଲଣ୍ଡର ସୋଫିଆ ଡଙ୍କଲେ ମଧ୍ୟ ଡେବ୍ୟୁ ମ୍ୟାଚ ଖେଳୁଛନ୍ତି ।

ଚୁଡାନ୍ତ ଏକାଦଶ:

ଭାରତୀୟ ମହିଳା: ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ପୁନମ ରାଉତ, ମିତାଲି ରାଜ(କ୍ୟାପଟେନ୍‌), ହରମନପ୍ରୀତ କୌର, ଦିପ୍ରୀ ଶର୍ମା, ତାନିଆ ଭାଟିଆ(ୱିକେଟ କିପର), ଶିଖା ପାଣ୍ଡେ, ଝୁଲଣ ଗୋସ୍ବାମୀ, ପୂଜା ବସ୍ତ୍ରକର, ଏକତା ବିଷ୍ଟ ।

ଇଂଲଣ୍ଡ ମହିଳା: ଲାଉରେନ ୱିନଫିଲ୍ଡ ହିଲ, ଟମ ବିୟୁମୋଣ୍ଟ, ହେଥର ନାଇଟ୍‌(କ୍ୟାପଟେନ), ନାଟଲି ସ୍କିଭର, ଏମି ଏଲେନ ଜୋନ୍ସ(ୱିକେ କିପର), ସୋଫିଆ ଡଙ୍କଲେ, କାଥରିନ ବ୍ରଣ୍ଟ, ସାରହ ଗ୍ଲେନ, ସୋଫି ଏକଲେଷ୍ଟନ. ଅନ୍ୟା ଶ୍ରୁବସୋଲେ, କେଟ କ୍ରସ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.