ETV Bharat / sports

Cricket World Cup 2023: ଟାର୍ଗେଟ ସେମି ଫାଇନାଲ, ପାକିସ୍ତାନକୁ ହରାଇବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆସନ୍ତାକାଲି ବେଙ୍ଗାଲୁରୁରେ ଏକ କଡ୍ଡା ଟକ୍କର ଦେଖିବାକୁ ମିଳିବ । ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ପାକିସ୍ତାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 3, 2023, 3:00 PM IST

New Zealand vs Pakistan
New Zealand vs Pakistan

ବେଙ୍ଗାଲୁରୁ: ସେମି ଫାଇନାଲ ରାଉଣ୍ଡ ନିକଟ ହେଉଛି । ସେମିରେ ସ୍ଥାନ ପକ୍କା କରିବାକୁ ଦଳ ମଧ୍ୟରେ ଜୋରଦାର ହେବାକୁ ଲାଗିଲାଣି । ଆସନ୍ତାକାଲି (ଶନିବାର) ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ 35ତମ ଲିଗ ମ୍ୟାଚ ଖେଳାଯିବ । ସେମି ଟିକେଟ ପାଇଁ ବେଙ୍ଗାଲୁରୁରେ ପାକିସ୍ତାନକୁ ହରାଇବାକୁ ଲକ୍ଷ୍ୟ ରଖିଛି କ୍ବିୱି ଦଳ । ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଯେବେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଖେଳିବ । ଦୁଇ ଦଳ ମଧ୍ୟରେ ଏକ ଟକ୍କର ହେବ । ନ୍ୟୁଜିଲାଣ୍ଡ 7ଟି ମ୍ୟାଚରୁ 4ଟି ଜିତି ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ 7ଟି ମ୍ୟାଚରୁ 3ଟି ଜିତି ପଞ୍ଚମ ସ୍ଥାନରେ ରହିଛି ।

  • " class="align-text-top noRightClick twitterSection" data="">

ବେଙ୍ଗାଲୁରୁରେ ଏକ କଡ୍ଡା ଟକ୍କର ଦେଖିବାକୁ ମିଳିବ । ପଏଣ୍ଟ ଟେବୁଲ ଚତୁର୍ଥ ସ୍ଥାନରେ ରହିଥିବା କିୱି ଦଳର ଲକ୍ଷ୍ୟ ଗୋଟିଏ ରହିବ ପାକିସ୍ତାନକୁ ପରାସ୍ତ କରିବା । ଦଳର ରାଚିନ ରବିନ୍ଦ୍ର ଫୁଲ ଫର୍ମରେ ରହିଛନ୍ତି । 7ଟି ମ୍ୟାଚରେ ସେ 415ରନ କରିଛନ୍ତି । ଡ୍ୟାରୀ ମିଚେଲ 346 ରନ କରିଛନ୍ତି । ଦଳରେ ଯଥେଷ୍ଟ ଦକ୍ଷ ଖେଳାଳି ରହିଛନ୍ତି । ପାକିସ୍ତାନକୁ ହରାଇ ସେମିରେ ସ୍ଥାନ ପକ୍କା କରିବା ନେଇ ଦଳ ପାଖରେ ସୁଯୋଗ ରହିଛି ।

ଏହା ବି ପଢନ୍ତୁ...World Cup 2023: ଆଜି ନେଦରଲାଣ୍ଡସ-ଆଫଗାନିସ୍ତାନ ମୁକାବିଲା, କଡ୍ଡା ହେବ ଫାଇଟ୍

ଏହା ବି ପଢନ୍ତୁ...World Cup 2023: ସଟ୍ ବଲକୁ ନେଇ ସମସ୍ୟା ନାହିଁ, ନିଜ କୌଶଳ ଉପରେ ଭରସା ଅଛି କହିଲେ ଶ୍ରେୟାସ

ପାକିସ୍ତାନର ସେମି ଆଶା ଏବେ ବି ଉଜ୍ଜିବୀତ ରହିଛି । ବାବର ଆଜମ 7ଟି ଇନିଂସ ଖେଳି 216 ରନ କରିଛନ୍ତି । ରିଜୱାନ ଓ ସାଫକ ପାକିସ୍ତାନ ଦୁଇ ପିଲର ସଦୃଶ । ପାକିସ୍ତାନର ବ୍ୟାଟିଂ ୟୁନିଟ ତାଙ୍କ ବଳ । ରିଜୱାନ 359 ରନ କରିଥିବାବେଳେ ସାଫକ 332ରନ କରିଛନ୍ତି । ଅନ୍ୟ ବ୍ୟାଟରଙ୍କୁ ଆଗକୁ ଆସିବାକୁ ହେବ । ମ୍ୟାନ ଇନ ଗ୍ରୀନ ଭଲ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରେ ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବାକୁ ପ୍ରାୟାସ କରିବ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଶେଷ 5 ମ୍ୟାଚରେ ପାକିସ୍ତାନ 4ଟି ମ୍ୟାଚ ଜିତିଛି । ଦଳରେ ନସିମ ସାହାଙ୍କ ଅନୁପସ୍ଥତି ଚିନ୍ତାଜନକ ରହିଛି । ସାଇନି ଆଫ୍ରିଦିଙ୍କୁ ବିପକ୍ଷକୁ ଧରାଶାୟୀ କରିବା ନେଇ ସମର୍ଥନର କମ୍ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.