ETV Bharat / sports

ଆରମ୍ଭରୁ ଝୁଣ୍ଟିଲା ଆଫଗାନ ଟିମ, ଶୂନ ରନରେ ଦୁଇ ଓପନର ଆଉଟ

ବ୍ରିଷ୍ଟୋଲରେ ଚାଲିଛି ଆଉଗାନିସ୍ତାନ ବନାମ ଅଷ୍ଟ୍ରେଲିଆ ମ୍ୟାଚ । ଟସ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି । ଶୂନ ରନରେ ଆଉଟ ହେଲେ ଦୁଇ ଓପନର ।

author img

By

Published : Jun 1, 2019, 8:31 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@cricketworldcup

ବ୍ରିଷ୍ଟୋଲ: ବ୍ରିଷ୍ଟୋଲରେ ଖେଳାଯାଉଥିବା ଆଜିର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ଟିମକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ଦୁଇ ଓପନର ମହମ୍ମଦ ଶହଜାଦ ଓ ହଜରତଉଲ୍ଲାହ ଜାଜଇ ବିନା ଖାତା ଖୋଲି ପାଭିଲିୟନ ଫେରିଥିଲେ । ଶହଜାଦଙ୍କୁ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଶେଲ ଷ୍ଟକ ଆଉଟ କରିଥିବା ବେଳେ ଜାଜଇଙ୍କୁ ପେଟ କମିଂସ ପାଭିଲିୟନ ରାସ୍ତା ଦେଖାଇଥିଲେ ।

world cup, afganistan vs australia, afg, steady, innings, early, wickets, ବ୍ରିଷ୍ଟୋଲ, cricket

ପ୍ରାରମ୍ଭିକ ୱିକେଟ ପତନ ପରେ ବର୍ତ୍ତମାନ ରେହମତ ଶାହ ଓ ହସମତଉଲ୍ଲାହ ଶାହିଦି କ୍ରିଜରେ ରହି ଆଫଗାନିସ୍ତାନର ପାଳି ସମ୍ଭାଳୁଥିବା ବେଳେ ହସମତଉଲ୍ଲାହ ମଧ୍ୟ 18 ରନ କରି ଜାମ୍ପାଙ୍କ ଶିକାର ହୋଇଛନ୍ତି । ସେପଟେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ଓ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ଉପରେ ରହିଛି ସଭିଙ୍କ ନଜର । ତେବେ 50 ଓଭରର କ୍ରିକେଟର ଏହି ବିଶ୍ବକପ୍‌ରେ ଆରୋନ ଫିଞ୍ଚ ନେତୃତ୍ବ ନେଉଥିବା ଏହି ଟିମ ଫେଭରାଇଟ ଟିମ ମାନଙ୍କ ମଧ୍ୟରୁ ଗୋଟିଏ ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.