ETV Bharat / sports

ବିଶ୍ବକପ୍: ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମ୍ୟାଚ ଜାରି

ଶ୍ରୀଲଙ୍କାର ବ୍ୟାଟିଂଙ୍ଗ ବିପର୍ଯ୍ୟୟ, 15 ଓଭରରେ ପଭିଲିୟନ ଫେରିଲେ 6 ବ୍ୟାଟ୍ସମ୍ୟାନ । କିୱି ଦଳର ଚମତ୍କାର ବୋଲିଂ ପ୍ରଦର୍ଶନ ।

author img

By

Published : Jun 1, 2019, 4:35 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ICC

କାର୍ଡିଫ: ଆଇସିସି ବିଶ୍ବକପରେ ଆଜି(ଶନିବାର) କାର୍ଡିଫର ସୋଫିଆ ଗାର୍ଡେନ୍ସ ଠାରେ ଶ୍ରୀଲଙ୍କା ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ଖେଳାଯାଉଛି। ଟସ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ନ୍ୟୁଜିଲାଣ୍ଡ। ତେବେ ଶ୍ରୀଲଙ୍କାର ଆରମ୍ଭ ଖୁବ ନିରାଶାଜନକ ହୋଇଛି। ମାତ୍ର 15 ଓଭରରେ 6ଟି ୱିକେଟ ହରାଇ ସାରିଥିଲା ଶ୍ରୀଲଙ୍କା ।

srilanka, great, trouble, world cup, new zealand, losing, early wickets, cricket,ବିଶ୍ବକପ୍

ଏହି ମ୍ୟାଚରେ କିୱି ଦଳର ପଲା ଭାରିଥିବା ଭଳି ଜଣା ପଡୁଛି । ଅଭ୍ୟାସ ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡ ଭାରତକୁ ପରାଜିତ କରିଥିଲା। ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ କିନ୍ତୁ ଇଣ୍ଡିଜ ଟିମ ନ୍ୟୁଜିଲାଣ୍ଡକୁ ଦେଇଥିଲା ମାତ୍। ଇଣ୍ଡିଜ ସହିତ ଖେଳାଯାଇଥିବା ମ୍ୟାଚରେ କାରବିୟାନ ଟିମକୁ 400ରନ ଟପିବା ଠାରୁ ଅଟକାଇ ପାରିନଥିଲେ କିୱି ବୋଲର। ଶ୍ରୀଲଙ୍କା ପାଖରେ କିନ୍ତୁ ୱେଷ୍ଟ ଇଣ୍ଡିଜ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ନାହାନ୍ତି ତେଣୁ ଏହା ନ୍ୟୁଜିଲାଣ୍ଡ ପାଇଁ ଆଶ୍ୱସ୍ଥିକର ହେବ । ଯଦି ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର ଦେଖାଯାଏ ତେବେ କୌଣସି ମଜବୁତ ବ୍ୟାଟ୍ସମ୍ୟାନ ବ୍ୟାଟିଂ କ୍ରମରେ ନଜର ଆସୁ ନାହାନ୍ତି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.