ETV Bharat / sports

ବିଶ୍ବକପ: ୱେଷ୍ଟଇଣ୍ଡିଜ 212ରେ ଅଲଆଉଟ - ALLOUT

ବିଶ୍ବକପରେ ଆଜି ଘରୋଇ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ 212ରେ ଅଲଆଉଟ ହୋଇଛି ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ
author img

By

Published : Jun 14, 2019, 7:24 PM IST

Updated : Jun 14, 2019, 7:33 PM IST

ସାଉଥମ୍ପଷ୍ଟନ: ବିଶ୍ବକପରେ ଆଜି ଘରୋଇ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବଲା ହେଉଛି ।
ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ 212ରେ ଅଲଆଉଟ ହୋଇଯାଇଛି । ସଂପୂର୍ଣ୍ଣ 50 ଓଭର ଖେଳି ପାରିନଥିଲା ୱେଷ୍ଟଇଣ୍ଡିଜ ଦଳ । 44.4 ଓଭରରେ ଇଂଲଣ୍ଡ ବୋଲରଙ୍କୁ ସାମ୍ନା କରିନପାରି ଅଲଆଉଟ ହୋଇଯାଇଥିଲା ।

ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ ପୁରୋନ ସର୍ବାଧିକ 63ରନ କରିଛନ୍ତି । କ୍ରିସ ଗେଲ 36, ସିମ୍ରନ ହେଟମେୟର 39ରନ ପାଳି ଖେଳିଥିଲେ । ୱେଷ୍ଟଇଣ୍ଡିଜର 5ଜଣ ବ୍ୟାଟ୍ସ ମ୍ୟାନ 2ଅଙ୍କ ଛୁଇଁ ପାରିନଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର 2ଟି ବଲରେ 2ଟି ୱିକେଟ ନେଇ ହାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ ।
ଇଂଲଣ୍ଡ ପକ୍ଷରୁ ମାର୍କ ଉଡ 3ଟି, ଜୋଫ୍ରା ଆର୍ଚର 3ଟି, ଜୋ ରୁଟ 2ଟି, କ୍ରିସ ୱକ୍ସ ଓ ପ୍ଲଙ୍କେଟ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

SLUG-DLIVEELECTION
AVB-MRUTYUNJAY SENAPATI,MAYURBHANJ
DATE-21.04.2019
ANCHOR-ଚହୁଁଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୁରଭଞ୍ଜ ଜିଲ୍ଲାରେ ଏବେ ସବୁ ଦଳ ପ୍ରଚାର ଆରମ୍ଭ କରିଛନ୍ତି । ନିର୍ବାଚନ ପାଇଁ କେତେ ଉତ୍ସାହିତ ଭୋଟର । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ରେ ଆଦିବାସୀ ମାନେ ନିର୍ବାଚନ କୁ କଣ କହୁଛନ୍ତି ଆସନ୍ତୁ ଶୁଣିବା ।ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ର ସଂଖଯୋଡ ଗାଁ ର ଆଦିବାସୀ ଭୋଟର ଙ୍କ ଅନେକ ସମସ୍ୟା ରହିଥିବା ସମସ୍ୟା ର ସମାଧାନ ହେଉ ନ ଥିବା ବେଳେ ନିର୍ବାଚିତ ପ୍ରତିନିଧୂ ମାନେ ନିର୍ବାଚନ ଜିତିବା ପରେ ଗାଁକୁ ଆସୁନାହାନ୍ତି ।ଆଦିବାସୀ ଅଂଚଳରେ ଶିକ୍ଷା, ସ୍ବାସ୍ଥ୍ୟ ସବୁ ଦିଗରେ ପଛୁଆ ରହିଥିବା ବେଳେ କଉଠି ସ୍କୁଲରେ ଶିକ୍ଷକ ଅଭାବ ତ ଆଉ କଉଠି ଡାକ୍ଟରଖାନାରେ ଡାକ୍ତର ନାହାନ୍ତି। ତେବେ ଚଳିତ ନିର୍ବାଚନ ରେ ଆଦିବାସୀ ମାନେ ବି ନିଜ ଭୋଟ ଦଳ ନୁହେଁ ବରଂ ନିଜ ସୁଖ ଦୁଃଖରେ ସାମିଲ ହେଉଥିବା ପ୍ରାର୍ଥୀ ଙ୍କୁ ନିଜ ଭୋଟ ଦେବେ ବୋଲି କହିଛନ୍ତି।

Visual Mojo
File name
OD_MBJ_DLIVEELECTION_MRUTYUNJAY_SENAPATI_21_04_2019
Last Updated : Jun 14, 2019, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.