ETV Bharat / sports

ବିଶ୍ବକପ: ମାଲିଙ୍ଗା ହେଲେ 50ୱିକେଟ ନେବାରେ ଚତୁର୍ଥ ବୋଲର

ଶ୍ରୀଲଙ୍କାର ଭେଟେରାନ ପେସ ବୋଲର ଲସିଥ ମଲିଙ୍ଗା ନିଜକୁ ପୁଣିଥରେ ବିଶ୍ବକପରେ ହିରୋ ପ୍ରମାଣିତ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଦମଦାର ବୋଲିଂ କରି ନିଜ କ୍ରିକେଟ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିଛନ୍ତି । ମାଲିଙ୍ଗା କ୍ରିକେଟ ବିଶ୍ବକପରେ 50 ୱିକେଟ ନେବାରେ 4ର୍ଥ ବୋଲର ହୋଇଛନ୍ତି ।

author img

By

Published : Jun 22, 2019, 12:34 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ଲଣ୍ଡନ: ଶ୍ରୀଲଙ୍କାର ଭେଟେରାନ ପେସ ବୋଲର ଲସିଥ ମଲିଙ୍ଗା ନିଜକୁ ପୁଣିଥରେ ବିଶ୍ବକପରେ ହିରୋ ପ୍ରମାଣିତ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଦମଦାର ବୋଲିଂ କରି ନିଜ କ୍ରିକେଟ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ମାତ୍ର 232 ରନ କରିଥିଲା । ଦୁର୍ଦ୍ଦଶ ଇଂଲିଶ ବ୍ୟାଟିଂ ଲାଇନ ଅଫ ସାମ୍ନାରେ ବୋଲରଙ୍କ ନିଶ୍ଚିନ୍ତ କରିସ୍ମାକୁ ଅପେକ୍ଷା କରିଥିଲେ ଶ୍ରୀଲଙ୍କା ।

ନିଜ ଦଳର ଆଶାକୁ ପୂରଣ କରିଥିଲେ କ୍ରିକେଟ ଜୀବନର ଶେଷ ବିଶ୍ବକପ ଖେଳୁଥିବା ମଲିଙ୍ଗା । ତାଙ୍କ ବୋଲିଂରେ ଦେଖିବାକୁ ମିଳିଥିଲା ପୁଣି ସେହି ପେସର ଧାର । ବାଉନ୍ସର ସାଙ୍ଗକୁ ଫଟାଫଟ ୟର୍କର ।

ମଲିଙ୍ଗା 10 ଓଭର ବୋଲିଂ କରି 4ଟି ୱିକେଟ ନେଇଥିଲେ । ଫଳରେ ଶ୍ରୀଲଙ୍କା 20 ରନ ବାକି ଥାଇ ଇଂଲଣ୍ଡକୁ ଅଲଆଉଟ କରିଦେଇଥିଲା । ତେବେ ମାଲିଙ୍ଗା କ୍ରିକେଟ ବିଶ୍ବକପରେ 50 ୱିକେଟ ନେବାରେ 4ର୍ଥ ବୋଲର ହୋଇଛନ୍ତି ।

Intro:Body:

dsdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.