ETV Bharat / sports

ବିଶ୍ବକପ: ମହୁମାଛି ଆତଙ୍କ, ପଡିଆରେ ଶୋଇଲେ ଖେଳାଳି - SOUTH AFRICA

ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ଫିଲ୍ଡିଂ କରୁଥିବା ବେଳେ ମହୁମାଛି ପଡିଆ ମଧ୍ୟରେ ଦେଖାଯିବାରୁ ଖେଳାଳି ମାନେ ନିଜନିଜ ସ୍ଥାନରେ ଶୋଇପଡିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
author img

By

Published : Jun 28, 2019, 8:25 PM IST

Updated : Jun 28, 2019, 11:50 PM IST

ଲଣ୍ଡନ: ବିଶ୍ବକପ ଲଢେଇରେ ଶୁକ୍ରବାର ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ବେଳେ ଖେଳାଳିମାନେ ପଡିଆରେ ଶୋଇଥିଲେ । ଏହାର କାରଣ ହେଉଛନ୍ତି ମହୁମାଛି । ଇଂଲଣ୍ଡରେ ମହୁମାଛି ମ୍ୟାଚ ଚାଲିବା ବେଳେ ଆସିବା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ଫିଲ୍ଡିଂ କରୁଥିବା ବେଳେ ଏପରି ସ୍ଥିତି ଉପୁଜିଥିଲା । ପଡିଆ ମଧ୍ୟ ଦେଇ ମହୁମାଛି ଉଡିବାର ଦେଖି ଦକ୍ଷିଣ ଆଫ୍ରିକାର ଖେଳାଳି ଓ ଅମ୍ପାୟାର ନିଜ ସ୍ଥାନରେ ଶୋଇଥିଲେ । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଏକ କୌତୁହଳର ବିଷୟ ପାଲଟିଛି । ପୂର୍ବରୁ ମଧ୍ୟ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚରେ ମହୁମାଛି ପଡିଆ ମଧ୍ୟରେ ଦେଖାଯିବାରୁ ଖେଳାଳି ମାନେ ନିଜନିଜ ସ୍ଥାନରେ ଶୋଇପଡିଥିଲେ ।

Intro:Body:

wrwe

Conclusion:
Last Updated : Jun 28, 2019, 11:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.