ETV Bharat / sports

ଆଇସିସି ମହିଳା କ୍ରିକେଟ ବିଶ୍ବକପ 2021 ତାରିଖ ଘୋଷଣା

2021 ଆଇସିସି ମହିଳା କ୍ରିକେଟ ବିଶ୍ବକପ ପାଇଁ ତାରିଖ ଘୋଷଣା ହୋଇଛି । ନ୍ୟୁଜିଲାଣ୍ଡରେ 2021 ଜାନୁୟାରୀ 30ରୁ ଆରମ୍ଭ ହୋଇ ଫେବ୍ରୁୟାରୀ 20 ପର୍ଯ୍ୟନ୍ତ ଚାଲିବ ।

author img

By

Published : Jun 18, 2019, 9:27 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter ANI)

ହାଇଦ୍ରାବାଦ: 2021 ଆଇସିସି ମହିଳା କ୍ରିକେଟ ବିଶ୍ବକପ ପାଇଁ ତାରିଖ ଘୋଷଣା ହୋଇଛି । ନ୍ୟୁଜିଲାଣ୍ଡରେ 2021 ଜାନୁୟାରୀ 30ରୁ ଆରମ୍ଭ ହୋଇ ଫେବ୍ରୁୟାରୀ 20 ପର୍ଯ୍ୟନ୍ତ ଚାଲିବ । ସେମିଫାଇନାଲ ଓ ଫାଇନାଲକୁ ମିଶାଇ ମୋଟ 31ଟି ମ୍ୟାଚ ଖେଳାଯିବ ।

ପୂର୍ବରୁ ଆଇସିସି ମହିଳା ବିଶ୍ବକପ 2000 ନ୍ୟୁଜିଲାଣ୍ଡ ଆୟୋଜନ କରିଥିଲା । 1992 ଓ 2015 ପୁରୁଷ ବିଶ୍ବକପ ମଧ୍ୟ ନ୍ୟୁଜିଲାଣ୍ଡରେ ଖେଳାଯାଇଥିଲା । 2021 ବିଶ୍ବକପ ପାଇଁ ଇଂଲଣ୍ଡ(22), ଅଷ୍ଟ୍ରେଲିଆ(22), ଭାରତ(16), ଦକ୍ଷିଣ ଆଫ୍ରିକା(16) କ୍ବାଲିଫାଏ କରିସାରିଛନ୍ତି ।

ପୂର୍ବଥର ବିଶ୍ବକପ ଇଂଲଣ୍ଡରେ ଖେଳାଯାଇଥିଲା । ଆଇସିସି ମହିଳା ବିଶ୍ବକପ 2017ର ଚମ୍ପିଆନ ଇଂଲଣ୍ଡ ହୋଇଥିଲା ।

Intro:Body:

dsfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.