ETV Bharat / sports

ଜର୍ମାନ ଫୁଟବଲ ଷ୍ଟାରଙ୍କ ଭାରତୀୟ କ୍ରିକେଟରଙ୍କୁ ଥମ୍ପ୍ସ ଅପ୍‌ - ICCCricketWorldCup2019

ବିଶ୍ବକପ ପାଇଁ ଭାରତୀୟ ଦଳ ଓ ବିରାଟ କୋହଲିଙ୍କୁ ଶୁଭେଚ୍ଛା ଜଣାଇଲେ ଜର୍ମାନ ଫରୱାର୍ଡ ଥୋମାସ ମୁଲର । ଟିମ ଇଣ୍ଡିଆର ଜର୍ସି ସହ ବ୍ୟାଟ ଧରି ଦେଲେ ଶୁଭେଚ୍ଛା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@esmuellert_
author img

By

Published : Jun 3, 2019, 11:55 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ ଏବେ ବିଶ୍ବକପ୍ ପାଇଁ ଇଂଲଣ୍ଡ ଗସ୍ତରେ । 5 ଜୁନରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ ଏହାର ବିଶ୍ବକପ ଅଭିଯାନ । ତେବେ ଏଥିପାଇଁ ଏବେ ସବୁଆଡୁ ଭାରତୀୟ କ୍ରିକେଟ ଦଳ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ଫିଲ୍ମ ଷ୍ଟାରଙ୍କ ଠାରୁ ଆରମ୍ଭ ଅନ୍ୟ ଖେଳର ଖେଳାଳି ମାନେ ଶୁଭେଚ୍ଛା ଜଣାଇଛନ୍ତି ଟିମ ଇଣ୍ଡିଆକୁ । ଏତିକି ବେଳେ ଜର୍ମାନ ଫୁଟବଲ ଟିମର ଫରୱାର୍ଡ ତଥା ଷ୍ଟାର ଖେଳାଳି ଥୋମାସ ମୁଲର ମଧ୍ୟ ଜଣାଇଛନ୍ତି ଭାରତୀୟ ଖେଳାଳି ।

German forward, ThomasMuller, Indian cricket jersey, wished, good luck, participants, ICCCricketWorldCup2019, ଥୋମାସ ମୁଲର
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@esmuellert_

ମୁଲର ଭାରତୀୟ କ୍ରିକେଟ ଟିମର ଜର୍ସି ପିନ୍ଧି ଗୋଟିଏ ହାତରେ ବ୍ୟାଟ ଧରି ବିଶ୍ବକପ ଖେଳୁଥିବା ସମସ୍ତ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏହି ଫଟୋ ଟ୍ବିଟ କରି ଲେଖିଛନ୍ତି ଖାସ କରି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମୋର ଶୁଭେଚ୍ଛା । କୋହଲି ଆମ ଫୁଟବଲ ଟିମର ଜଣେ ଫ୍ୟାନ ଓ ପୂର୍ବରୁ ଅନେକ ଥର ଆମ ଟିମକୁ ସମର୍ଥନ କରିଛନ୍ତି ।

Viz in whatsapp
ରାଉରକେଲା-ଇଦ ପାଇଁ ରାଉରକେଲା ନାଲା ରୋଡ଼ ଅଂଚଳ ଚଳଚଂଚଳ ହୋଇ ଯାଇଛି। ଦିନ ରେ ଉପବାସ ପରେ ସନ୍ଧ୍ୟା ରେ ଲଛା ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ତଥା ଅନ୍ୟ ସାମଗ୍ରୀ ବିକ୍ରି ହେଉଛି।
ସନ୍ଧ୍ୟା ହେଲେ ରାସ୍ତା ରେ ମେଳା ର ଦୃଶ୍ୟ। ରାସ୍ତା ଜମି ହୋଇ ଯାଉଛି ତଥା ଟ୍ରାଫିକ ନିୟନ୍ତ୍ରଣ ପାଇଁ ସେଠାରେ ପୋଲିସ ମୁତୟନ କର ଯାଉଛି। ଇଦ ପାଇଁ ମୁସଲିମ ସମ୍ପ୍ରଦାୟର ଲୋକ ମାନଙ୍କ ସହିତ ଅନ୍ୟ ମନେ ମଧ୍ୟ କିଣା ବିକ୍ରି ପାଇଁ ଖୋଲା ଯାଇଥିବା ଅସ୍ଥାୟୀ ଦୋକାନ ରେ ପ୍ରବଳ ଭିଡ ହେଉଛି।
-----
2 Photo in whatsapp
ନଦୀ ରୁ ମିଳିଲା ମୋଟରସାଇକଲ
ରାଉରକେଲା- ବାଲିଘାଟ ନିକଟ ବ୍ରାହ୍ମଣୀ ନଦୀ ରୁ ଏକ ସ୍ପଲେଣ୍ଡର ମୋଟର ସାଇକିଲ ମିଳିଛି। ଲୋକ ମାନେ ବୁଡି ଥିବା ମୋଟର ସାଇକଲ କୁ ଦେଖି ରଘୁନାଥପଲ୍ଲୀ ପୋଲିସ କୁ ଖବର ଦେଇ ଥିଲେ। ପୋଲିସ ମୋଟର ସାଇକେଲ କୁ ଜପତ କରି ଘଟଣା ର ତଦାନ୍ତ କରୁଛି। ଏହି ମୋଟର ସାଇକେଲ ଟି କୌଣସି ଅପରାଧ ସହିତ ଜଡିତ ନୁହେଁ ତ। ପୋଲିସ ଏହାର ତଦନ୍ତ କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.