ETV Bharat / sports

ବିଶ୍ବକପରେ ଶତକ, କାହାର କେତେ ଜାଣନ୍ତୁ - century

ବିଶ୍ବକପରେ ଶତକ ମାରିବାର ଥାଏ ନିଆରା ଅନୁଭୁତି । ଆସନ୍ତୁ ଜାଣିବା କେଉଁ ଦଳ ବିଶ୍ବକପରେ କେତେ ଶତକ ମାରିଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 21, 2019, 11:17 PM IST

ହାଇଦ୍ରାବାଦ: କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ହେଉଛି ବିଶ୍ବକପ । ଏହି ସମ୍ମାନଜନକ ଟ୍ରଫିକୁ ଜିତିବାକୁ ସବୁଦଳ ଲକ୍ଷ୍ୟ ରଖିଥାନ୍ତି । ସବୁ କ୍ରିକେଟ ଖେଳାଳିଙ୍କୁ ସ୍ବପ୍ନ ବିଶ୍ବକପ ଜିତିବା ।
ତେବେ ବିଶ୍ବକପରେ ଚମ୍ପିଆନ ହେବାକୁ ପ୍ରତ୍ୟେକ ଦଳ ସବୁ ବିଭାଗରେ ଶ୍ରେଶ୍ଠ ପ୍ରଦର୍ଶନ କରିଥାନ୍ତି । ଫାଇନାଲ ଫାଇଟରେ ବିଜୟ ଓ ଶ୍ରେଷ୍ଠ ଦଳ ହିଁ ହୋଇଥାଏ ଚମ୍ପିଆନ ।

ବ୍ୟାଟ୍ସମ୍ୟାନଙ୍କ ଶତକୀୟ ପାଳି ବଡସ୍କୋର କରିବାରେ ଦଳକୁ ସହାୟକ ହୋଇଥାଏ । ତେବେ ବିଶ୍ବକପରେ ଶତକ ମାରିବାର ଥାଏ ନିଆରା ଅନୁଭୁତି ।
ଆସନ୍ତୁ ଜାଣିବା କେଉଁ ଦଳ ବିଶ୍ବକପରେ କେତେ ଶତକ ମାରିଛନ୍ତି ।

  • ଅଷ୍ଟ୍ରେଲିଆ ଦଳ ନାଁରେ ସର୍ବାଧିକ 26ଟି ଶତକ ରହିଛି ।
  • ଦ୍ବିତୀୟ ସର୍ବାଧିକ ଭାବେ ଭାରତୀୟ ଦଳ ନାଁରେ 25ଟିଶତକ ରହିଛି ।
  • ଶ୍ରୀଲଙ୍କା ନାଁରେ ରହିଛି 23ଟି ଶତକ ।
  • ୱେଷ୍ଟଇଣ୍ଡିଜ ନାଁରେ ରହିଛି 17ଟି ଶତକ ।
  • ଦକ୍ଷିଣ ଆଫ୍ରିକା ନାଁରେ ରହିଛି 14ଟି ଶତକ ।
  • ପାକିସ୍ତାନ ଦଳର ରହିଛି 14ଟି ଶତକ ।
  • ଇଂଲଣ୍ଡ ଦଳ ନାଁରେ ରହିଛି 11ଟି ଶତକ ।
  • ବାଲାଂଦେଶର ରହିଛି ମାତ୍ର 2ଟି ଶତକ ।

ତେବେ କେଉଁ ବିଶ୍ବକପରେ କେତୋଟି ଶତକୀୟ ପାଳି ଖେଳାଯାଇଥିଲା ନଜର ପକାନ୍ତୁ

  • 1975 ପ୍ରଥମ ବିଶ୍ବକପରେ ହୋଇଥିଲା 6ଟି ଶତକ ।
  • 1979 ବିଶ୍ବକପରେ ହୋଇଥିଲା ମାତ୍ର 2ଟି ଶତକ ।
  • 1983 ବିଶ୍ବକପରେ ହୋଇଥିଲା 8ଟି ଶତକ ।
  • 1987 ବିଶ୍ବକପରେ ହୋଇଥିଲା 11ଟି ଶତକ ।
  • 1992ବିଶ୍ବକପରେ ହୋଇଥିଲା 8ଟି ଶତକ ।
  • 1996 ବିଶ୍ବକପରେ ହୋଇଥିଲା 16ଟି ଶତକ ।
  • 1999 ବିଶ୍ବକପରେ 11ଟି ଶତକୀୟ ପାଳି ଖେଳାଯାଇଛି ।
  • 2003 ବିଶ୍ବକପରେ 21ଟି ଶତକ ଦେଖିବାକୁ ମିଳିଥିଲା ।
  • 2007 ବିଶ୍ବକପରେ 20ଟି ଶତକ ଦେଖିବାକୁ ମିଳିଥିଲା ।
  • 2011 ବିଶ୍ବକପରେ 24ଟି ଶତକୀୟ ପାଳି ଦେଖିବାକୁ ମିଳିଥିଲା ।
  • 2015 ବିଶ୍ବକପରେ ସର୍ବାଧିକ 38 ଟି ଶତକୀୟ ପାଳି ଖେଳାଯାଇଛି ।

ତେବେ 2019 ବିଶ୍ବକପରେ କେତେ ଶତକ ଲାଗୁଛି ଦେଖିବାକୁ ରହିଲା ।

Intro:Body:

My elder sister used to blackmail & threaten me that she would malign my image. As a daughter, I have done my duty & stood by family, built a house & even gifted vehicle to my sister. I'll take legal action against those trying to defame me, even if it's my family: Dutee Chand

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.