ETV Bharat / sports

ଆସେସ ସିରିଜ୍‌ ପାଇଁ ଇଂଲଣ୍ଡ ଦଳ ଘୋଷଣା, ଆର୍ଚ୍ଚର ଇନ୍‌

author img

By

Published : Jul 28, 2019, 1:09 AM IST

ଆସେସ ସିରିଜ ପାଇଁ ଇଂଲଣ୍ଡ 14 ଜଣିଆ ଦଳ ଘୋଷଣା କରିଛି । ଦଳରେ ସ୍ଥାନ ପାଇଛନ୍ତି ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଲଣ୍ଡନ: ଆସେସ ସିରିଜରୁ ଆରମ୍ଭ ହେବାକୁ ଥିବା ହ୍ୱାଇଟ କ୍ରିକେଟର ମହାଯୁଦ୍ଧ । ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଇଂଲଣ୍ଡ 14 ଜଣିଆ ଦଳ ଘୋଷଣା କରିଛି । ତେବେ ସମସ୍ତଙ୍କୁ ଚମକାଇ ଦଳରେ ସ୍ଥାନ ପାଇଛନ୍ତି ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚର ।

ତେବେ ଟେଷ୍ଟ ଦଳର ନିୟମିତ ଅଧନାୟକ ଜୋ ରୁଟ୍‌ ଅଧିନାୟକ ପଦରେ ରହିଥିବା ବେଳେ ତାଙ୍କ ଡେପ୍ୟୁଟି ଭାବେ ବେନ୍‌ ଷ୍ଟୋକ୍ସ ରହିଛନ୍ତି । ଆୟରଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରୁ ଆହତ ହୋଇ ବାଦ୍ ପଡ଼ିଥିବା ଜେମ୍ସ ଆଣ୍ଡରସନ୍ ଦଳକୁ କମବ୍ୟାକ୍ କରିଛନ୍ତି । ତେବେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦଳର ସମ୍ମାନ ରକ୍ଷା କରିଥିବା ଜ୍ୟାକ ଲିଚ୍‌ଙ୍କୁ ଦଳରେ ସାମିଲ କରାଯାଇ ନାହିଁ ।

ଇଂଲଣ୍ଡ ସ୍କ୍ୱାଡ୍‌: ଜୋ ରୁଟ୍‌(ଅଧିନାୟକ), ବେନ୍‌ ଷ୍ଟୋକ୍ସ(ଉପ ଅଧିନାୟକ), ଜେସନ ରୟ, ଜୋ ଡେନଲୀ, ଜନ୍ନି ବେୟାରଷ୍ଟୋ(ୱି), ଆର ବ୍ରୁନ୍ସ, ମୋଇନ ଅଲ୍ଲୀ, ଓଲେ ଷ୍ଟୋନ, ଜୋସ୍ ବଟଲର, ଜୋଫ୍ରା ଆର୍ଚର, କ୍ରିସ୍‌ ୱିକ୍ସ, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ ଓ ସାମ କୁରଣ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.