ETV Bharat / sports

ପାକିସ୍ତାନୀ ମିଡିଆ ଉପରେ ବର୍ଷିଲେ ସୋଏବ ମଲ୍ଲିକ

author img

By

Published : Jun 18, 2019, 2:25 PM IST

ପାକିସ୍ତାନର ପରାଜୟ ପରେ ପତ୍ନୀ ସାନିଆ ଟ୍ବିଟରେ କୈଫଦ ଦେଉଥିବା ବେଳେ ସ୍ବାମୀ ସୋଏବ ମଧ୍ୟ ଆଗକୁ ଆସିଛନ୍ତି । ସୋଏବ ଦୁଇଟି ଟ୍ବିଟ କରି ପାକିସ୍ତାନି ମିଡିଆ ଉପରେ ବର୍ଷିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ଭାରତଠାରୁ ପରାଜୟକୁ ସହଜରେ ଗ୍ରହଣ କରି ପାରି ନାହିଁ ପାକିସ୍ତାନୀ ମିଡିଆ । ତେବେ ଏନେଇ ଭାରତୀୟ ଟେନିସ ତାରକା ସନିଆ ମିର୍ଜା ଓ ତାଙ୍କ ସ୍ବାମୀ ତଥା ପାକ୍‌ ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ ସୋଏବ ମଲ୍ଲିକଙ୍କୁ ଦୋଷ ଦେଇଛି ପାକ ମିଡ଼ିଆ । ମ୍ୟାଚ ପୂର୍ବଦିନ ରାତିରେ ସୋଏବ, ସାନିଆ ଓ କିଛି ପାକ୍‌ କ୍ରିକେଟର ପାର୍ଟି କରିଥିବାର ଫଟୋ ଭାଇରାଲ ହୋଇଥିଲା । ଏହା ପରେ ପାକିସ୍ତାନୀ କ୍ରିକେଟପ୍ରେମୀ ଓ ମିଡିଆ ଏମାନଙ୍କୁ ଦୋଷୀ କରିଛି ।

Shoaib Malik
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ପତ୍ନୀ ସାନିଆ ଟ୍ବିଟରେ କୈଫଦ୍‌ ଦେଉଥିବା ବେଳେ ସ୍ବାମୀ ସୋଏବ ମଧ୍ୟ ଆଗକୁ ଆସିଛନ୍ତି । ସୋଏବ ଆଜି ଦୁଇଟି ଟ୍ବିଟ କରି ପାକିସ୍ତାନି ମିଡିଆ ଉପରେ ବର୍ଷିଛନ୍ତି । ସୋଏବ ନିଜ, "ଟ୍ବିଟର ଲେଖଛନ୍ତି, କେତେ ଦିନ ପର୍ଯ୍ୟନ୍ତ ଆମେ ଆମ ଦେଶ ପ୍ରେମ ବିଷୟରେ ପାକ୍‌ ମିଡିଆକୁ କୈଫଦ୍‌ ଦେବୁ । ମୋତେ ଦୁଃଖ ଲାଗୁଛି କି, 20 ବର୍ଷ ଦେଶ ପାଇଁ କ୍ରିକେଟ ଖେଳିବା ପରେ ମଧ୍ୟ ମୋତେ ମୋ ବ୍ୟକ୍ତିଗତ ଜୀବନୀକୁ ନେଇ ଟିପ୍ପଣୀ ଦେବାକୁ ପଡୁଛି ।"

Shoaib Malik
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସୋଏବ ପୁଣି ଲେଖିଛନ୍ତି, "ସବୁ ଖେଳାଳିଙ୍କ ତରଫରୁ ମୁଁ କହିବାକୁ ଚାହୁଁଛି, ପାକ୍‌ ମିଡିଆମାନେ ଆମର ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କରିବା ବନ୍ଦ କରନ୍ତୁ ।"

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.