ETV Bharat / sports

ବିଶ୍ବକପ: ପଏଣ୍ଟ ଟେବୁଲର ଶୀର୍ଷରେ ୱେଷ୍ଟଇଣ୍ଡିଜ୍‌, ଶେଷରେ ପାକିସ୍ତାନ - Points Table

4ଟି ମ୍ୟାଚ ଶେଷ ସୁଦ୍ଧା ପଏଣ୍ଟ ତାଲିକାର ଶୀର୍ଷରେ ରହିଛି କାରବିଆନ ଦଳ । ଚଳିତ ବିଶ୍ବକପରେ ସବୁଠାରୁ ଲୋ ସ୍କୋର କରିଥିବା ପାକିସ୍ତାନ ଦଳ ତାଲିକାର ଶେଷ ସ୍ଥାନରେ ରହିଛି ।

ଫଟୋ ସୌଜନ୍ୟ- ସୋସସିଆଲ ମିଡିଆ
author img

By

Published : Jun 2, 2019, 10:43 PM IST

ହାଇଦ୍ରାବାଦ: ବିଶ୍ବକପରେ 4ଟି ମ୍ୟାଚ ଖେଳା ସରିଛି । ଭାରତ ବ୍ୟତୀତ ପ୍ରାୟ ସମସ୍ତ ଦଳ ଗୋଟିଏ ଗୋଟିଏ ମ୍ୟାଚ ଖେଳି ସାରିଲେଣି । ଆଜି 5ମ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ଦକ୍ଷିଣ ଆଫ୍ରିକା । ତେବେ 4ଟି ମ୍ୟାଚ ଶେଷ ସୁଦ୍ଧା ପଏଣ୍ଟ ତାଲିକାର ଶୀର୍ଷରେ ରହିଛି କାରବିଆନ ଦଳ ।

ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ 106ରନର ବିଜୟ ଲକ୍ଷ୍ୟକୁ 13.4 ଓଭରରେ ହାସଲ କରି +5.802ରନ ରେଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛି ୱେଷ୍ଟଇଣ୍ଡଜ୍‌ ଦଳ । ସେହିପରି ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ 10 ୱିକେଟରେ ବିଜୟୀ ହୋଇ ତାଲିକାର 2ୟ ସଥାନରେ ରହିଛି ବ୍ଲାକ କ୍ୟାପ ଦଳ । ସେହିପରି ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ 7 ୱିକେଟ ବିଜୟୀ ସହ 4ର୍ଥ ସ୍ଥାନରେ ରହିଛି । 3ୟ ସ୍ଥାନରେ ଆୟୋଜକ ଇଂଲଣ୍ଡ ରହିଛି ।

ଅନ୍ୟପଟେ ଚଳିତ ବିଶ୍ବକପରେ ସବୁଠାରୁ ଲୋ ସ୍କୋର କରିଥିବା ପାକିସ୍ତାନ ଦଳ ତାଲିକାର ଶେଷ ସ୍ଥାନରେ ରହିଛି । ଯେତେବେଳେ ଭାରତ କିଛି ମ୍ୟାଚ ନ ଖେଳି ମଧ୍ୟ ତାଲିକାର 6ଷ୍ଠ ସ୍ଥାନରେ ରହିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.