ETV Bharat / sports

23 ବର୍ଷରୁ କମ ମହିଳା ଟି-20: ଗୋଆକୁ ହରାଇଲା ଓଡିଶା - cricket latest news

23 ବର୍ଷରୁ କମ ମହିଳା ଟି-20ରେ ଓଡିଶାର ବାଜିମାତ୍‌। ଗୋଆ ବିପକ୍ଷରେ 2 ୱିକେଟରେ ବିଜୟ ହାସଲ କରିଛି ଓଡିଶା।

women
author img

By

Published : Nov 16, 2019, 3:03 PM IST

କଟକ: 23 ବର୍ଷରୁ କମ ମହିଳା ଟି-20ରେ ଓଡିଶା ଦେଖାଇଲା କମାଲ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଠାରେ ଗତ ଶୁକ୍ରବାର ଗୋଆ ବିପକ୍ଷରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ 2 ୱେକେଟରେ ବିଜୟ ହାସଲ କରିଛି ଓଡିଶା।

ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା 6 ୱେକେଟ ହରାଇ ସଂଗ୍ରହ କରିଥିଲା 122 ରନ। ଦଳ ପକ୍ଷରୁ ମୋନାଲିସା ରାଉତ 26, ଅଞ୍ଜଳି ସିଂହ 26, ପୁନମ ନାୟକ 20 ରନ କରିଥିଲେ । ଯାହା ଫଳରେ ଦଳ ଏହି ସମ୍ମାନଜନକ ସ୍କୋର ରେ ପହଞ୍ଚିଥିଲା ।

ଅନ୍ୟପଟେ 123ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୋଆ ମହିଳା ଦଳ ନିର୍ଦ୍ଧାରିତ ଓଭରରେ 5 ୱେକେଟ ହରାଇ 120 ରନ କରିବାକୁ ସକ୍ଷମ ହୋଇଥିଲା । ଯାହାଫଳରେ ଦଳ ପରାଜୟର ସମ୍ନା କରିଥିଲା ।

ଦଳ ପକ୍ଷରୁ ପୂର୍ଵଜା ଭେରଲେକର ସର୍ବାଧିକ 51 ରନ କରିଥିଲେ । ପରବର୍ତ୍ତୀ ମ୍ୟାଚରେ ଚଣ୍ଡୀଗଡକୁ ଭେଟିବ ଓଡିଶା ମହିଳା ଦଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: 23 ବର୍ଷ ରୁ କମ ମହିଳା ଟି-20 ରେ ଓଡିଶା ଦେଖାଇଲା କମାଲ । ଶୁକ୍ରବାର ଗୋଆ ବିପକ୍ଷରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ 2 ୱେକେଟ ରେ ବିଜୟ ହାସଲ କରିଛି ଓଡିଶା ।

ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା 6 ୱେକେଟ ହରାଇ ସଂଗ୍ରହ କରିଥିଲା 122 ରନ । ଦଳ ପକ୍ଷରୁ ମୋନାଲିସା ରାଉତ 26,ଅଞ୍ଜଳି ସିଂହ 26, ପୁନମ ନାୟକ 20 ରନ କରିଥିଲେ । ଯାହା ଫଳରେ ଦଳ ଏହି ସମ୍ମାନଜନକ ସ୍କୋର ରେ ପହଂଚିଥିଲା ।

ଅନ୍ୟପଟେ ଏହି ବିଜୟ ଲକ୍ଷ୍ୟ କୁ ପିଛା କରି ନିର୍ଧାରିତ ଓଭର ରେ 5 ୱେକେଟ ହରାଇ 120 ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ଯାହାଫଳରେ ଦଳ ପରାଜୟ ର ସମ୍ନା କରିଥିଲା । ଦଳ ପକ୍ଷରୁ ପୂର୍ଵଜା ଭେରଲେକର ସର୍ବାଧିକ 51 ରନ କରିଥିଲେ । ପରବର୍ତୀ ମ୍ୟାଚ ରେ ଚଣ୍ଡୀଗଡ଼ କୁ ଭେଟିବ ଓଡିଶା ମହିଳା ଦଳ । Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.