ଅକଲ୍ୟାଣ୍ଡ: ଆଜି (ଶନିବାର) 30 ବର୍ଷ ବୟସରେ ପାଦ ଥାପିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ତଥା ବିଶ୍ବ କ୍ରିକେଟର କୁଲେଷ୍ଟ କ୍ୟାପ୍ଟେନ କେନ୍ ୱିଲିୟମସନ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଆଜି କେନଙ୍କ ଜନ୍ମଦିନରେ ତାଙ୍କୁ ପ୍ରାୟ କୌଣସି ସାଥି ଖେଳାଳି ସୋସିଆଲ ମଡିଆରେ ଶୁଭେଚ୍ଛା ଜଣାଇ ନାହାଁନ୍ତି । ଆଉ ଏହା ପଛର କାରଣ କହିଛନ୍ତି ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଜିମି ନିଶାମ ।
-
Happy birthday, Kane Williamson – smooth with the bat, smooth with the bat guitar 🎸 😍 pic.twitter.com/cx1b7tTodt
— ICC (@ICC) August 8, 2020 " class="align-text-top noRightClick twitterSection" data="
">Happy birthday, Kane Williamson – smooth with the bat, smooth with the bat guitar 🎸 😍 pic.twitter.com/cx1b7tTodt
— ICC (@ICC) August 8, 2020Happy birthday, Kane Williamson – smooth with the bat, smooth with the bat guitar 🎸 😍 pic.twitter.com/cx1b7tTodt
— ICC (@ICC) August 8, 2020
ଟ୍ବିଟରରେ ଜିମିଙ୍କୁ ପଚରାଯାଇଥିଲା ଯେ ସେ ୱିଲିୟମସନଙ୍କ ଜନ୍ମଦିନରେ କାହିଁକି କିଛି ପୋଷ୍ଟ କରିନାହାଁନ୍ତି । ସେ ଉତ୍ତର ଦେଇଛନ୍ତି, "ଯଦି ତୁମେ କେନଙ୍କୁ ଭଲଭାବେ ଜାଣିଥିବ, ତେବେ ତାଙ୍କ ଜନ୍ମଦିନରେ ଏହା ସର୍ବୋତ୍ତମ ଉପହାର ହେବ ଯେ, ତୁମେ ତାଙ୍କୁ ଇନଷ୍ଟାଗ୍ରାମରେ ଜନ୍ମଦିନର ଶୁଭେଚ୍ଛା ଜଣାଅ ନାହିଁ । କାରଣ କେନ ସୋସିଆଲ ମିଡିଆର ଶୁଭେଚ୍ଛାକୁ ପସନ୍ଦ କରନ୍ତି ନାହିଁ । "
-
Kane Williamson in:
— ICC (@ICC) August 8, 2020 " class="align-text-top noRightClick twitterSection" data="
◼️ Tests: 80 matches | 6476 runs @ 50.99
◼️ ODIs: 151 matches | 6173 runs @ 47.48
◼️ T20Is: 60 matches | 1665 runs @ 32.64
Happy birthday to the New Zealand captain 🎂 pic.twitter.com/EjTvOq3xNo
">Kane Williamson in:
— ICC (@ICC) August 8, 2020
◼️ Tests: 80 matches | 6476 runs @ 50.99
◼️ ODIs: 151 matches | 6173 runs @ 47.48
◼️ T20Is: 60 matches | 1665 runs @ 32.64
Happy birthday to the New Zealand captain 🎂 pic.twitter.com/EjTvOq3xNoKane Williamson in:
— ICC (@ICC) August 8, 2020
◼️ Tests: 80 matches | 6476 runs @ 50.99
◼️ ODIs: 151 matches | 6173 runs @ 47.48
◼️ T20Is: 60 matches | 1665 runs @ 32.64
Happy birthday to the New Zealand captain 🎂 pic.twitter.com/EjTvOq3xNo
ୱିଲିୟମସନ ଏବଂ ଜିମି ନିଶାମଙ୍କ ପ୍ରଦର୍ଶନ ଦ୍ବାରା ନ୍ୟୁଜିଲାଣ୍ଡ ଦଳ 2019 ବିଶ୍ୱକପର ଫାଇନାଲରେ ପହଞ୍ଚି ପାରିଥିଲା | ଗତ ମାସରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଗ୍ଲେନ୍ ଟର୍ନର ୱିଲିୟମସନ ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଷ୍ଟାଇଲକୁ ନେଇ ପାର୍ଥକ୍ୟ ଦର୍ଶାଇଥିଲେ ।
-
Today is Kane Williamson's birthday! What type of shot do you most enjoy seeing him play? #OnThisDay #Birthday pic.twitter.com/3mrfcHHT6j
— BLACKCAPS (@BLACKCAPS) August 8, 2020 " class="align-text-top noRightClick twitterSection" data="
">Today is Kane Williamson's birthday! What type of shot do you most enjoy seeing him play? #OnThisDay #Birthday pic.twitter.com/3mrfcHHT6j
— BLACKCAPS (@BLACKCAPS) August 8, 2020Today is Kane Williamson's birthday! What type of shot do you most enjoy seeing him play? #OnThisDay #Birthday pic.twitter.com/3mrfcHHT6j
— BLACKCAPS (@BLACKCAPS) August 8, 2020
ସୂଚନାଥାଉ କି, ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ ଅନୁଯାୟୀ କୋହଲି ଏବଂ ୱିଲିୟମ୍ସନ୍ ଯଥାକ୍ରମେ ଦ୍ବିତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ଆଇସିସି ଓ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପକ୍ଷରୁ କେନଙ୍କୁ ଶୁଭେଚ୍ଛା ଜଣାଯାଇଛି ।