ETV Bharat / sports

48 ବର୍ଷୀୟ ଏହି ସ୍ପିନରଙ୍କୁ କିଣିଲା କେକେଆର !

ପ୍ରବୀଣ ତାମ୍ବେ 2020 ଆଇପିଏଲ ନିଲାମର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 19, 2019, 11:50 PM IST

IPL 2020 acution
ପ୍ରବୀଣ ତାମ୍ବେ

କୋଲକାତା: ଶେଷ ହୋଇଛି 2020 ଆଇପିଏଲ ନିଲାମ । ତେବେ ଏହି ନିଲାମି ପ୍ରକ୍ରିୟାରେ ବାଜି ମାରିଛନ୍ତି 48 ବର୍ଷୀୟ ଲେଗ ସ୍ପିନର ପ୍ରବୀଣ ତାମ୍ବେ । ଅନେକ ଯୁବ ଖେଳାଳିଙ୍କୁ କୌଣସି ଟିମ କିଣିବାକୁ ଆଗ୍ରହ ଦେଖାଇନାହାଁନ୍ତି । ତେବେ ସମସ୍ତଙ୍କୁ ଚକିତ କରି ତାମ୍ବେଙ୍କୁ କୋଲକାତା ନାଇଟ ରାଇଡର୍ସ 20 ଲକ୍ଷରେ କିଣି ଦଳରେ ସାମିଲ କରିଛି । ଏହାପରେ ତାମ୍ବେ 2020 ଆଇପିଏଲ ନିଲାମର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ହୋଇଛନ୍ତି ।

ତେବେ ଆଇପିଏଲର ଗତ ସଂସ୍କରଣରେ ତାମ୍ବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । କେକେଆର ଟିମରେ ସାମିଲ ହେବାପରେ ତାମ୍ବେ କହିଛନ୍ତି ସେ ଏବେ ବି 20 ବର୍ଷିୟ ଯୁବକ ଭଳି ଅନୁଭବ କରୁଛନ୍ତି । ତାଙ୍କର କ୍ରିକେଟ ସର୍ବଦା ସକରାତ୍ମକ ରହିଛି । ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ସମସ୍ତ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ଏଥିସହିତ କେକେଆର ଟିମ ମ୍ୟାମେଜମେଣ୍ଟକୁ ତାମ୍ବେ ଧନ୍ୟବାଦ ଜଣାଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.