ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଲକଡାଉନ ସମୟରେ କେମିତି କାଟୁଛନ୍ତି ସମୟ, ଏନେଇ ଖୁଲାସା କରିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ଏକ ଭିଡିଓ ଜାରି କରାଯ।ଇଛି ।
ଏହି ଭିଡିଓରେ ଷ୍ଟାର ଓପନର ସ୍ମୃତି ମାନ୍ଧାନା ନିଜର ଦୈନିକ କାର୍ଯ୍ୟସୂଚୀ ବିଷୟରେ କହିଛନ୍ତି । ଫିଟ ରହିବା ଉପରେ ଗୁରୁତ୍ବ ଦେବା ସହ, ଘରେ ଶାରୀରିକ ପ୍ରଶିକ୍ଷଣ ଜାରି ରଖିଥିବା କହିଛନ୍ତି ସ୍ମୃତି । ଏଥିସହିତ ଅନଲାଇନରେ ଲୁଡୋ ଖେଳୁଥିବା ମଧ୍ୟ କହିଛନ୍ତି । ତେବେ ସରକାରୀ ଗାଇଡଲାଇନକୁ ପାଳନ କରିବା ସହ, ଘରେ ସୁରକ୍ଷିତ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
-
WATCH📽️: Lockdown Diaries with Smriti Mandhana 👊
— BCCI (@BCCI) April 13, 2020 " class="align-text-top noRightClick twitterSection" data="
Workouts, troubling her brother, Ludo & a lot more. @mandhana_smriti reveals how she is keeping herself engaged indoors🏠🏋️♀️👌
Full Video 👉 https://t.co/e7EyhdNh3h
">WATCH📽️: Lockdown Diaries with Smriti Mandhana 👊
— BCCI (@BCCI) April 13, 2020
Workouts, troubling her brother, Ludo & a lot more. @mandhana_smriti reveals how she is keeping herself engaged indoors🏠🏋️♀️👌
Full Video 👉 https://t.co/e7EyhdNh3hWATCH📽️: Lockdown Diaries with Smriti Mandhana 👊
— BCCI (@BCCI) April 13, 2020
Workouts, troubling her brother, Ludo & a lot more. @mandhana_smriti reveals how she is keeping herself engaged indoors🏠🏋️♀️👌
Full Video 👉 https://t.co/e7EyhdNh3h
ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାାର କଲ୍ୟାାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଏଯାବତ, ସଂକ୍ରମିତ ଲୋକଙ୍କ ସଂଖ୍ୟା 9,000 ଟପିଛି । ଏଥିସହିତ 308 ଲୋକ ପ୍ରାଣ ହରାଇସାରିଛନ୍ତି ।