ETV Bharat / sports

'ବିରାଟ ଅପରିପକ୍ବ, ନିଜ ଦୋଷ ମାନିବାକୁ ନାରାଜ୍‌'

author img

By

Published : Jun 2, 2019, 7:38 PM IST

ବିଶ୍ବକପ ଫାଇଟ ପୂର୍ବରୁ ବିରାଟଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ଦୃତ ବୋଲର କାଗିସୋ ରବାଡ଼ା । ବିରାଟ ଅପରିପକ୍ବ ଓ ସେ ନିଜେ କରିଥିବା ଦୋଷ କେବେ ମାନନ୍ତି ନାହିଁ ବୋଲି କହିଛନ୍ତି ରବାଡା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ବିଶ୍ବକପ ଫାଇଟ ଆରମ୍ଭରୁ ବିରାଟଙ୍କୁ ନେଇ ଭର୍ସନା କରିଛନ୍ତି ଦକ୍ଷିଣ ଆଫ୍ରିକାର ଦୃତ ବୋଲର କାଗିସୋ ରବାଡ଼ା। ବିରାଟ ଅପରିପକ୍ବ ଓ ସେ ନିଜେ କରିଥିବା ଦୋଷ କେବେ ମାନନ୍ତି ନାହିଁ ବୋଲି କହିଛନ୍ତି ରବାଡା । ତେବେ ସୂଚନାଥାଉ କି, ଆସନ୍ତା 5 ତାରିଖରେ ମାଞ୍ଚେଷ୍ଟରଠାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।

ତେବେ ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ରବାଡା ଏପରି କହିଛନ୍ତି । ସେ କହିଛନ୍ତି, "ବିରାଟ ତୁମ ବଲରେ ଏକ ବଡ ସର୍ଟ ଖେଳିଲା ପରେ ଜୋସରେ କିଛି ଗାଳି ଦିଅନ୍ତି । ମାତ୍ର ତୁମେ ତାଙ୍କୁ ଏକ ଡଟ୍‌ ବଲ କଲେ ବା ଆଉଟ କରି କିଛି ଆଗ୍ରେସନ ଦେଖାଇଲେ, ସେ ତୁମ ଉପରେ ରାଗିଯାନ୍ତି । ମୁଁ ବୁଝିପାରେନି ବିରାଟ କିପରି ପ୍ରକାରର ମଣିଷ । ତାଙ୍କ ଭିତରେ କେବଳ ଆଗ୍ରେସନ ରହିଛି । ଆମେ ପାଖରେ କିଛି ନାହିଁ ।"

ତେବେ ଆଇପିଏଲ ପରେ ଏହି ଦୁଇ ଖେଳାଳି ବିଶ୍ବକପର ଆଗାମୀ ମ୍ୟାଚରେ ଭେଟାଭେଟି ହେବାକୁ ଯାଉଛନ୍ତି । ଦେଖିବାକୁ ବାକି ରହିଲା, କଣ ଏହି କଥାର ଜବାବ ବିରାଟ ବ୍ୟାଟରେ ଦେବେ ନା କଥାରେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.